ଉଇକିଅଭିଧାନ orwiktionary https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.39.0-wmf.25 case-sensitive ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିଅଭିଧାନ ଉଇକିଅଭିଧାନ ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ସୂଚୀ ସୂଚୀ ଆଲୋଚନା ଆଧାର ଆଧାର ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଗ୍ୟାଜେଟ ଗ୍ୟାଜେଟ ଆଲୋଚନା ଗ୍ୟାଜେଟ ସଂଜ୍ଞା ଗ୍ୟାଜେଟ ସଂଜ୍ଞା ଆଲୋଚନା କବିସୂର୍ଯ୍ୟ 0 5797 194167 171513 2022-08-18T00:06:02Z Psubhashish 290 Psubhashish ପୃଷ୍ଠାଟିକୁ [[କବିସୂର୍ୟ୍ଯ]]ରୁ [[କବିସୂର୍ଯ୍ୟ]]କୁ ଘୁଞ୍ଚାଇଲେ wikitext text/x-wiki [[ଶବ୍ଦାର୍ଥ]]: '''କବିସୂର୍ଯ୍ୟ''' —
ଉଚ୍ଚାରଣ: Kabisūrjya

ସଂ. ବି. (୭: ମୀ ତତ୍; କବି+ସୂର୍ଯ୍ୟ) —

୧: ଶ୍ରେଷ୍ଠ କବି — ୧. An eminent poet.

ଦେ. ବି. (ଉପାଧି) —

ଏହା ବଡ଼ ବଡ଼ କବିମାନଙ୍କର ଉପାଧି ଏହା ବଳଦେବ ରଥଙ୍କୁ ବେଶୀ ପରିମାଣରେ ଓ ମୁଖ୍ୟ— ଭାବରେ ବୁଝାଏ ଓ ଯୋଗରୂଢ଼ ଶବ୍ଦ ପରି ବ୍ୟବହୃତ କବିସୂର୍ଯ୍ୟ ବଳଦେବ ରଥଙ୍କର ରାଜଦତ୍ତ ଉପାଧି — A title given to the Oriya poet Kabisūrj̄ya Baḻadeba Ratha.

ତାଙ୍କ କଣ୍ଠୁ କବିସୂର୍ଯ୍ୟଗୀତାମୃତ, ଦୁରୁ ବହି ଆଣେ ଚିଲିକା ମାରୁତ— ରାଧାନାଥ. ଚିଲିକା

ସଂ. ବି. ସ୍ତ୍ରୀ —

(କବିର ସ୍ତ୍ରୀ ଲିଙ୍ଗ)—ସ୍ତ୍ରୀ କବି —A poetess.

[ଦ୍ର—ଜନ୍ମ ୧୭୮୯: —ମୃତ୍ୟୁ ୧୮୪୫: ଓଡ଼ିଶା ଗଜପତି ବଂଶର ରାଜଗୁରୁଙ୍କ ପୂର୍ବପୁରୁଷଙ୍କ ନାମ ବଳଭଦ୍ର ରଥ ବାଜପେୟୀ ବଳଭଦ୍ରଙ୍କ ପ୍ରଥମ ସ୍ତ୍ରୀଙ୍କର ୨: ୟ ପୁତ୍ର ପୁରୀ ବ୍ରାହ୍ମଣଶାସନମାନଙ୍କର ପାର୍ବତୀପୁରିଆ ଓ ଦକ୍ଷିଣସାହିଆ ଦୁଇ ରଥ ବଂଶର ପ୍ରତିଷ୍ଠାତା ୨: ୟ ସ୍ତ୍ରୀଙ୍କ ପ୍ରଥମ ପୁତ୍ର କୁଳମଣି ରଥ ଗଞ୍ଜାମର ମଣିପୁରିଆ ରଥବଂଶର ଆଦିପୁରୁଷ ଏ ୭: ବର୍ଷ ବୟସରେ ତୀର୍ଥାଟନ କରିବାକୁ ବାହାରି ୨: ୟ ବିବାହ କରନ୍ତେ ଏହାଙ୍କର ପ୍ରଥମ ଦୁଇ ପୁତ୍ର ଏହାଙ୍କର ପଳାସଦାହ କରି ଶୁଦ୍ଧକ୍ରିୟା କରିଗଲେ କୁଳମଣିଙ୍କ ଦ୍ବିତୀୟ ବିବାହସଂଭୂତ ବଂଶଧରମାନେ ପ୍ରଥମେ ମଣିପୁର ଶାସନରେ ଥିଲେ, ପରେ ସେଠାରୁ ଆସି ବଡ଼ଖେମୁଣ୍ଡିରେ ରହିଲେ କବିସୂର୍ଯ୍ୟ ବଳଦେବଙ୍କ ପିତା ଉଜ୍ବଳ ରଥେ କୁଳମଣିଙ୍କ ପୁତ୍ର; ଏ ବଡ଼ଖେମୁଣ୍ଡିର ରାଜସଭାପଣ୍ଡିତ ଥିଲେ ଏ ଦୁଇଖଣ୍ଡି ଚମ୍ପୁ ଲେଖିଥିଲେ ଏ ଆଠଗଡ଼ର ସିଦ୍ଧତାନ୍ତ୍ରିକ ତ୍ରିପୁରାରିଙ୍କ କନ୍ୟାକୁ ବିବାହ କରିଥିଲେ ତାଙ୍କର ପୁତ୍ର ମୃତଦାର ଓ କନ୍ୟା ବିଧବା ହେଲା ପରେ ବୃଦ୍ଧବୟସରେ ବଳଦେବ ଜନ୍ମଗ୍ରହଣ କଲେ ୧: ମ ବର୍ଷରେ ମାତୃବିଯୋଗ ହେବାରୁ ବଳଦେବ ଆଠଗଡ଼ରେ ଅଜାଘରେ ବଢିଲେ ଅଧିକ ବୟସ୍କ ହେବାରୁ ସେ ବଡ଼ଖେମୁଣ୍ଡିକୁ ଫେରିଗଲେ କିଛିଦିନ ପରେ ସେ ଜଳନ୍ତର ରାଜ୍ୟକୁ ଆସି ସେଠାରେ ରହିଲେ ସେ ପୁରୀ ବାଲିସାହିର ଜଣେ ବ୍ରାହ୍ମଣଙ୍କ କନ୍ୟାକୁ ବିବାହ କରିଥିଲେ ସେ ଜଳନ୍ତରର

ରାଜା ରାମଚନ୍ଦ୍ର ଛୋଟରାୟଙ୍କ ନାମରେ ଗୀତ ରଚନା କରି ପ୍ରଥମେ ଭଣିତା କରନ୍ତେ ରାଜା ତାହାଙ୍କୁ କବିସୂର୍ଯ୍ୟ ଉପାଧି ଦେଇଥିଲେ ପରେ ପୁରୀର ରାଜା ମୁକୁନ୍ଦଦେବ (ଖ୍ରୀ. ୧୭୯୮: —୧୮୧୭: ) ତାଙ୍କୁ ପୁନଶ୍ଚ ସେ ଉପାଧି ଦେଲେ କବିସୂର୍ଯ୍ୟଙ୍କ ସଙ୍ଗୀତମାନ ଜଳନ୍ତର, ଗଞ୍ଜାମର ଆଠଗଡ,ପୁରୀ ଓ ପାରିକୁଦ ରାଜାମାନଙ୍କ ନାମରେ ଭଣିତା ହୋଇଅଛି ସଙ୍ଗୀତ, ଚଉପଦୀ, ଢୁମ୍ପାଗୀତ, ଜଣାଣ, କିଶୋର— ଚନ୍ଦ୍ରାନନ୍ଦ ଚମ୍ପୂ ଓ ରତ୍ନାକର ଚମ୍ପୂ ଏହାଙ୍କ କୃତ କବିତା ମଧ୍ୟରେ ପ୍ରଧାନ

କୋଦଳା ଆଠଗଡ଼ରେ ଦଶ ବର୍ଷ କଟାଇ ସେ ପାରଳାର ଅପ୍ରାପ୍ତ— ବୟସ୍କ ରାଜା ଜଗନ୍ନାଥ ଗଜପତିନାରାୟଣଦେବଙ୍କ ଗୃହଶିକ୍ଷକ ଓ ଅଭି— ଭାବକରୂପେ ଗଞ୍ଜାମର କଲେକ୍ଟର ଦ୍ବାରା ନିଯୁକ୍ତ ହେଲେ ପରେ ସେ ଆଠଗଡ ରାଜାଙ୍କଠାରୁ ବୃତ୍ତି ପାଇଲେ ଏବଂ ପୁରୀରେ ଚାରି ମାସ ରହି ଆଠଗଡ ଗଲେ ପୁଣି ଗଞ୍ଜାମର କଲେକ୍ଟର ତାହାଙ୍କୁ ମହୁରୀ ରାଜ୍ୟର ମାନେଜର ମନୋନୀତ କଲେ ସେ ୚ଞ୍ଜାମ ବ୍ରହ୍ମପୁର ସହରରେ ବାଲାଜୀପେଣ୍ଠରେ ରହୁଥିଲେ ମହୁରୀର ରାଣୀଙ୍କ ସହିତ ତାହାଙ୍କର ମନୋମାଳିନ୍ୟ ଘଟିବାରୁ ସେ ମାନେଜର ପଦ ଇସ୍ତଫା ଦେଲେ, ମାତ୍ର ବ୍ରହ୍ମପୁର ତ୍ୟାଗ ନ କରି ସେଠାରେ ସ୍ଥାୟୀଭାବରେ ରହିବାର ବ୍ୟବସ୍ଥା କଲେ ଆଠଗଡ଼ ରାଜା ପୁଣି ତାଙ୍କୁ ଡକାଇ ଆଣି ନିଜ ରାଜ୍ୟରେ ରଖାଇଲେ, ମାତ୍ର କବିସୂର୍ଯ୍ୟଙ୍କୁ ବସନ୍ତ ରୋଗ ହେବାରୁ ରାଜା ତାହାଙ୍କୁ ପୁଣି ବ୍ରହ୍ମପୁର ପଠାଇ ଦେଲେ ସେ ସେଠାରେ ଅକ୍ଷୟତୃତୀୟା ଦିନ ଦେହତ୍ୟାଗ କଲେ ତାଙ୍କ ପୁଅଙ୍କ ନାମ ବିଶ୍ବନାଥ]

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ଗଞ୍ଜାମୀ ଶବ୍ଦ]] f154fl00nmbm7szg1t6hfn1vaxud01h କାରୁକାର୍ଯ୍ୟ 0 8758 194139 193281 2022-08-17T23:21:15Z Psubhashish 290 Psubhashish ପୃଷ୍ଠାଟିକୁ [[କାରୁକାର୍ୟ୍ଯ]]ରୁ [[କାରୁକାର୍ଯ୍ୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାରୁକାର୍ଯ୍ୟ''' —
ଉଚ୍ଚାରଣ: Kārukārj̄

ସଂ. ବି.—(କାରୁ+ କାର୍ଯ୍ୟ) —

୧: ଶିଳ୍ପ — ୧. Artistic design or work.

୨: ସୂକ୍ଷ୍ମ ଶିଳ୍ପକର୍ମ —୨. A product of art; a work of art.

୩: ତାରକଶି କାମ —୩. Filigree work.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 2bxk0qmymseztuqenwwfh7w12na35qf କାର୍ଯ୍ୟୀ 0 8836 194169 169463 2022-08-18T00:06:24Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯୀ]]ରୁ [[କାର୍ଯ୍ୟୀ]]କୁ ଘୁଞ୍ଚାଇଲେ: ସଠିକ ବନାନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ୟ୍ୟୀ''' —
ଉଚ୍ଚାରଣ: Kārj̄ī

ବୈଦେ. ବି. (ଫା) —

କାର୍ଜୀ (ଦେଖ) Kārjī (See)

ପ୍ରାଦେ. (ଗଞ୍ଜାମ) ବି —

ଗ୍ରାମର କରଣ — Village accountant.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ଗଞ୍ଜାମୀ ଶବ୍ଦ]] h4hjanvq9o9b3etbzug34rweuehum83 କାର୍ଯ୍ୟସମାଧାନ 0 8887 194141 162587 2022-08-17T23:21:31Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯସମାଧାନ]]ରୁ [[କାର୍ଯ୍ୟସମାଧାନ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ୟ୍ୟସମାଧାନ''' —
ଉଚ୍ଚାରଣ: Kārj̄yasamādhāna

ସଂ. ବି. (୬: ଷ୍ଠୀ ତତ୍) —

କାର୍ୟ୍ୟଶେଷ (ଦେଖ) Kārj̄yaṡesha (See)

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] kartqiakxe4eu5ssyv5kzyvakghjmn9 କାର୍ଯ୍ୟସାଧନ 0 8889 194143 193309 2022-08-17T23:21:48Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯସାଧନ]]ରୁ [[କାର୍ଯ୍ୟସାଧନ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟସାଧନ''' —
ଉଚ୍ଚାରଣ: Kārj̄yasādhana

ସଂ. ବି. (୬: ଷ୍ଠୀ ତତ୍; କାର୍ଯ୍ୟ+ସାଧନ) —

୧: କର୍ମସମ୍ପାଦନ — ୧. Accomplishment of a work.

୨: କାର୍ଯ୍ୟସିଦ୍ଧି ନିମନ୍ତେ କର୍ତ୍ତବ୍ୟ; ଉପାୟ — ୨. Means for completion of a work.

୩: ଉପକରଣ —୩. Materials.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 7b1kcbrxiwupc50ve5vlsc4lhr1bepc କାର୍ଯ୍ୟସିଦ୍ଧି 0 8891 194149 193417 2022-08-17T23:48:56Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯସିଦ୍ଧି]]ରୁ [[କାର୍ଯ୍ୟସିଦ୍ଧି]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟସିଦ୍ଧି''' —
ଉଚ୍ଚାରଣ: Kārj̄yasiddhi

ସଂ. ବି (୬: ଷ୍ଠୀ ତତ୍; କାର୍ଯ୍ୟ+ସିଦ୍ଧି) —

୧: କୌଣସି କାର୍ଯ୍ୟରେ କୃତକାର୍ଯ୍ୟତା — ୧. Success in an undertaking.

୨: କୌଣସି କାର୍ଯ୍ୟର ସଫଳ ପରି ସମାପ୍ତି — ୧. Successful accomplishment of a work; fulfilment.

୩: ଅଭିଷ୍ଟ ସିଦ୍ଧି — ୩. Fulfilment of one's wish.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 3w3xujzn39qu5qxkhryaqrjdie8tnm9 କାର୍ଯ୍ୟାକାର୍ଯ୍ୟ 0 8892 194151 193411 2022-08-17T23:49:16Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯାକାର୍ୟ୍ଯ]]ରୁ [[କାର୍ଯ୍ୟାକାର୍ଯ୍ୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟାକାର୍ଯ୍ୟ''' —
ଉଚ୍ଚାରଣ: Kārj̄yākārj̄ya

ସଂ. ବି.—(ଦ୍ବନ୍ଦ୍ବ; କାର୍ଯ୍ୟ+ଅକାର୍ଯ୍ୟ) —

୧: ନ୍ୟାୟ ଓ ଅନ୍ୟାୟ କର୍ମ —୧. Right and wrong acts.

୨: କାରଣୀୟ ଓ ଅକରଣୀୟ କର୍ମ —୨. What is to be done and what left undone.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 7tg1esbky5p293vo04een587o1avnd7 କାର୍ଯ୍ୟାଙ୍ଗ 0 8893 194153 193310 2022-08-17T23:49:29Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯାଙ୍ଗ]]ରୁ [[କାର୍ଯ୍ୟାଙ୍ଗ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟାଙ୍ଗ''' —
ଉଚ୍ଚାରଣ: Kārj̄yāṅga

ସଂ. ବି.—(୬: ଷ୍ଠୀ ତତ୍; କାର୍ଯ୍ୟ+ଅଙ୍ଗ) —

କାର୍ଯ୍ୟର ଭିନ୍ନ ଭନ୍ନି ଅଂଶ —Different parts of a work.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 4lggs1cm5p19ifjh513utk4m7h9mcgc କାର୍ଯ୍ୟାଧିପ 0 8894 194155 193311 2022-08-17T23:49:41Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯାଧିପ]]ରୁ [[କାର୍ଯ୍ୟାଧିପ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟାଧିପ''' —
ଉଚ୍ଚାରଣ: Kārj̄yādhipa

ସଂ. ବି.—(୬: ଷ୍ଠୀ ତତ୍; କାର୍ଯ୍ୟ+ଅଧିପ) —

୧: କାର୍ଯ୍ୟାଧ୍ୟକ୍ଷ (ଦେଖ) Kārj̄yādhyaksha (See)

୨: (ଜ୍ଯୋତିଷରେ) ଲଗ୍ନର ଦଶମ ସ୍ଥାନର ଅଧୀଶ୍ବର ଗ୍ରହ; କର୍ମାଧିପତି —୨. (Astrology)-The planet having the ୧୦th position from a person; natal sign.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] a7147shkzf7l9hw865vya8sq3irjxzh କାର୍ଯ୍ୟାଧ୍ୟକ୍ଷ 0 8895 194159 193312 2022-08-17T23:58:53Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯାଧ୍ଯକ୍ଷ]]ରୁ [[କାର୍ଯ୍ୟାଧ୍ୟକ୍ଷ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟାଧ୍ୟକ୍ଷ''' —
ଉଚ୍ଚାରଣ: Kārj̄yādhyaksha

ସଂ. ବି.—(୬: ଷ୍ଠୀ ତତ୍; କାର୍ଯ୍ୟ+ଅଧ୍ୟକ୍ଷ) —

କୌଣସି କର୍ମ କରିବା ବ୍ୟକ୍ତିମାନଙ୍କ ଉପରେ ତନଖିବା ବ୍ୟକ୍ତି —Superintendent; head of a department.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] b6osnod0rsmtt2o2yexez1qo3a4p3vi କାର୍ଯ୍ୟାନ୍ତ 0 8898 194157 193313 2022-08-17T23:58:39Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯାନ୍ତ]]ରୁ [[କାର୍ଯ୍ୟାନ୍ତ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟାନ୍ତ''' —
ଉଚ୍ଚାରଣ: Kārj̄yānta

ସଂ. ବି.—(୬: ଷ୍ଠୀ ତତ୍; କାର୍ଯ୍ୟ+ଅନ୍ତ) —

କୌଣସି ଚାକିରି ବା କାର୍ଯ୍ୟର ଶେଷ —End or termination of an affair or service.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] pj3pymse8zlm7j67mtzfd07g5r2k9qq କାର୍ଯ୍ୟାରମ୍ଭ 0 8900 194161 164774 2022-08-17T23:59:12Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯାରମ୍ଭ]]ରୁ [[କାର୍ଯ୍ୟାରମ୍ଭ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ୟ୍ୟାରମ୍ଭ''' —
ଉଚ୍ଚାରଣ: Kārj̄yārambha

ସଂ ବି.—(୬: ଷ୍ଠୀ ତତ୍) —

କ୍ରିୟାର ପ୍ରଥମ ଆରମ୍ଭ — The beginning of a work.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 5ziq18nf4rp07vrbqx0m8ycs9m6mjly କାର୍ଯ୍ୟାର୍ପଣ 0 8902 194163 165077 2022-08-18T00:04:54Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯାର୍ପଣ]]ରୁ [[କାର୍ଯ୍ୟାର୍ପଣ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ୟ୍ୟାର୍ପଣ''' —
ଉଚ୍ଚାରଣ: Kārj̄yārpaṇa

ସଂ. ବି.—(୬: ଷ୍ଠୀ ତତ୍) —

କୌଣସି ବ୍ୟକ୍ତି ଉପରେ କାର୍ୟ୍ୟର ଭାର ଦେବା —The act of entrusting a work to a person.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] hobomozli7hz32gaot9zf09ln8tfcy9 କାଳକେୟ 0 8937 194165 165578 2022-08-18T00:05:09Z Psubhashish 290 Psubhashish ପୃଷ୍ଠାଟିକୁ [[କାଳକେଯ]]ରୁ [[କାଳକେୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାଳକେୟ''' —
ଉଚ୍ଚାରଣ: Kāḻakeya

ସଂ. ବି (କାଳକା+ଅପତ୍ୟାର୍ଥେ. ଏୟ) —

କାଳକାଗର୍ଭଜାତ ଅତି ଦୁର୍ଦ୍ଦାନ୍ତ ଷଷ୍ଟି ସହସ୍ର ଅସୁରଗଣ —The class-name of very wicked demons born of demoness Kāḻakā, said to number sixty thousand.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 3oifo6rj7uv33hji3dd323k2d2lrcur କାଳତ୍ରୟ 0 8953 194171 162659 2022-08-18T00:11:42Z Psubhashish 290 Psubhashish ପୃଷ୍ଠାଟିକୁ [[କାଳତ୍ରଯ]]ରୁ [[କାଳତ୍ରୟ]]କୁ ଘୁଞ୍ଚାଇଲେ wikitext text/x-wiki [[ଶବ୍ଦାର୍ଥ]]: '''କାଳତ୍ରୟ''' —
ଉଚ୍ଚାରଣ: Kāḻatraya

ସଂ. ବି. (୬: ଷ୍ଠୀ ତତ୍; କାଳ+କ୍ରୟ) —

ତ୍ରିକାଳ; ଭୂତ, ବର୍ତ୍ତମାନ ଓ ଭବିଷ୍ୟତ୍ — The three times; past, present, furture.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] abqqaw6p9ikrhpof8ku6nkiuy9sdpx8 ଖଟିଯିବା 0 14318 194173 169502 2022-08-18T00:43:36Z Psubhashish 290 Psubhashish ପୃଷ୍ଠାଟିକୁ [[ଖଟିୟିବା]]ରୁ [[ଖଟିଯିବା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''ଖଟିଯିବା''' —
ଉଚ୍ଚାରଣ: Khaṭij̄ibā

ପ୍ରାଦେ. (ଗଞ୍ଜାମ; ସମ୍ବଲପୁର) କ୍ରି —

ବାଲିକା ରଜସ୍ବଳା ହେବା ପରେ ପ୍ରଥମେ ଶାଶୁ ଘରକୁ ଯିବା; ପହିଲିପାଳି ଯିବା — (said of a girl) To go to live with the husband after the appearance of menses.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ଗଞ୍ଜାମୀ ଶବ୍ଦ]] 3heq2qz0tsx9slg8f5o3ben02xajc8i ଖାପମାରିଯିବା 0 15459 194175 169512 2022-08-18T00:43:53Z Psubhashish 290 Psubhashish ପୃଷ୍ଠାଟିକୁ [[ଖାପମାରିୟିବା]]ରୁ [[ଖାପମାରିଯିବା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''ଖାପମାରିଯିବା''' —
ଉଚ୍ଚାରଣ: Khāpamārij̄ibā

ପ୍ରାଦେ. (ଗଞ୍ଜାମ) କ୍ରି —

ଦୃଢ଼ରୂପେ ରହିଯିବା; ସ୍ଥାୟୀ— ଭାବରେ ରହିବା — To stay permanently.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ଗଞ୍ଜାମୀ ଶବ୍ଦ]] jcjcyr6js6wk7im30nt9klc5gjqviaz ମହଶୁମ୍ମ 0 83152 194145 173954 2022-08-17T23:33:12Z Psubhashish 290 Psubhashish ପୃଷ୍ଠାଟିକୁ [[ମହଶୁମ୍ୁମ୍ମ]]ରୁ [[ମହଶୁମ୍ମ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki '''ମହଶୁମ୍ୁମ୍ମ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Mahaṡum| mˌʌhʌʃˈummmɔ}} === ଅନୁବାଦ === {{trans-top|ମହଶୁମ୍ୁମ୍ମ}} * ବଙ୍ଗାଳୀ: [[মোসন]] * ହିନ୍ଦୀ: [[मोशन]] {{trans-bottom}} === ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମୋସନ୍) (କଚିରିଆ) === :୧. ମଉସନ୍; ହାଇକୋଟ୍ ଆଦିରେ ନିମ୍ନ ଅଦାଲତଙ୍କ ଆଦେଶ ବିରୁଦ୍ଧରେ ଆଇନ୍ ପଏଣ୍ଟ୍ ସମ୍ୱନ୍ଧରେ ଦାଏର୍ କରାଯିବା ଅପିଲ୍ —୧. Motion field for revision of a lower court's judgement by the High Court; an appeal on a point of law. :୨. [[ ମଉସୁସ୍ ]] (ଦେଖ) - —୨. Mausum (See). ------------------ [[ଶ୍ରେଣୀ:ବଟ ତିଆରି ୩]] [[ଶ୍ରେଣୀ:କଚିରିଆ ଶବ୍ଦ]] 0yffgdtqcjrq1phi7n7o80amet9zffk ମିରିଗାଣି ଡମ୍ୱ 0 86583 194137 177208 2022-08-17T23:06:22Z Psubhashish 290 Psubhashish ପୃଷ୍ଠାଟିକୁ [[ମିରିଗାଣି ଡ଼ମ୍ୱ]]ରୁ [[ମିରିଗାଣି ଡମ୍ୱ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki '''ମିରିଗାଣି ଡ଼ମ୍ୱ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Mirigāṇi damba| mˈiɾiɡˌani r.ˈɔ mˈɔ hˈʌlˈʌntɔ lˈetəbˈiːʃˈatoˈekˈo}} ===ପ୍ରାଦେଶିକ - (ଜୟପୁର)ବି === ନୀଚ ଅସ୍ପୃଶ୍ୟ ଜାତି ବିଶେଷ —A low untouchable class in Jeypore (Dist. Vizag.) ------------------ [[ଶ୍ରେଣୀ:ବଟ ତିଆରି ୩]] [[ଶ୍ରେଣୀ:ଜୟପୁର ଶବ୍ଦ]] no9jvmocuxsppe8tju5y57ohy6pbw70 ରସ୍ପାଦଣ୍ଟ 0 94591 194147 174103 2022-08-17T23:41:50Z Psubhashish 290 Psubhashish ପୃଷ୍ଠାଟିକୁ [[ରସ୍ପା(ଦ) ଣ୍ଟ]]ରୁ [[ରସ୍ପାଦଣ୍ଟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki '''ରସ୍ପା(ଦ) ଣ୍ଟ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Raspā(da)ṇṭa| ɾˈʌʃpa dˈɔ nʈˈɔ}} === ଅନୁବାଦ === {{trans-top|ରସ୍ପା(ଦ) ଣ୍ଟ}} * ବଙ୍ଗାଳୀ: [[রেপ্পান্তেণ্ট]] * ହିନ୍ଦୀ: [[रोस्पंडंट]] {{trans-bottom}} [ଅପିଲ(ଲା)ଣ୍ଟ୍—ବିପରୀତ] === ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରେସ୍ପଣ୍ଡେଣ୍ଟ୍) (କଚିରିଆ) === ଅପିଲ୍ ମକଦମା ଦାଏର କରିଥିବା ପକ୍ଷର ବିପକ୍ଷ ପକ୍ଷ —Respondent in an appeal. ------------------ [[ଶ୍ରେଣୀ:ବଟ ତିଆରି ୩]] [[ଶ୍ରେଣୀ:କଚିରିଆ ଶବ୍ଦ]] 8xu9l96indwxk2xkni7zj7kfrwdegls ଶେଢ଼ 0 106824 194129 168641 2022-08-17T23:05:18Z Psubhashish 290 Psubhashish ପୃଷ୍ଠାଟିକୁ [[ଶେ(ଢ଼)]]ରୁ [[ଶେଢ଼]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki '''ଶେ(ଢ଼)''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Ṡe (ṟḍ̠ha)| ʃˈew hr.ˈɔ}} === ଅନୁବାଦ === {{trans-top|ଶେ(ଢ଼)}} * ବଙ୍ଗାଳୀ: [[পাল]] * ହିନ୍ଦୀ: [[पाल]] {{trans-bottom}} === ଦେଶଜ - ବିଶେଷ୍ୟ - (ତୁଳ. ଇଂ, ସେଲେ) (ଜାହାଜିଆ ଶବ୍ଦ) === :୧. ଜାହାଜକୁ ପବନଦ୍ୱାରା ଚାଳିତ କରାଇବା- ପାଇଁ ମାସ୍ତୁଲ ଖୁଣ୍ଟିରେ ଟଣାହେବା ପାଲ — ୧. (nautical) Sail of a Ship. (ଉ— ଆଉ ବରଗାମାନ ଟେକିଦେଇ ଶେଡ଼ ଗୁଡ଼ାଇ ଠିକ୍କରି ରଖି ଦେଇଅଛନ୍ତି—ଫକୀରମୋହନ ଗଳ୍ପସ୍ୱଳ୍ପ) ------------------ [[ଶ୍ରେଣୀ:ବଟ ତିଆରି ୩]] [[ଶ୍ରେଣୀ:ଜାହାଜିଆ ଶବ୍ଦ]] kr1qfjbdpwvvblpv3zmmsou7uu3oayd ଶେଢ଼ ହଙ୍କାରିବା 0 106826 194131 168631 2022-08-17T23:05:45Z Psubhashish 290 Psubhashish ପୃଷ୍ଠାଟିକୁ [[ଶେ(ଢ଼) ହ(ଙ୍କା)ରିବା]]ରୁ [[ଶେଢ଼ ହଙ୍କାରିବା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki '''ଶେ(ଢ଼) ହ(ଙ୍କା)ରିବା''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Ṡe (ṟḍẖa) ha(ṅkā)ribā| ʃˈew hr.ˈɔ hˈɔ ŋkˈa ɾˈiba}} === ଅନୁବାଦ === {{trans-top|ଶେ(ଢ଼) ହ(ଙ୍କା)ରିବା}} * ବଙ୍ଗାଳୀ: [[পাঁলতুলা]] * ହିନ୍ଦୀ: [[पालउठाना]] {{trans-bottom}} === ଦେଶଜ - କ୍ରିୟାପଦ - (ଜାହାଜିଆ ଶବ୍ଦ) === :୧. (ଜାହାଜ) ପାଲ ଟଙ୍ଗା ହୋଇ ବାୟୁତାଡ଼ିତ ହୋଇ ବେଗରେ ଗତି କରିବା —୧. (nautical) (a ship) To move fast owing to the wind propelling its sails; to set sali. [ଉ— କଲକତୀ, ବିଲାତୀ, ରେଙ୍ଗୁଣୀ ଛଅଖଣ୍ଡ ଜାହାଜ ଏକା ସାଙ୍ଗରେ ଶେଡ଼ ହଙ୍କାରିଥିଲେ—ଫକୀରମୋହନ ଗଳ୍ପସ୍ୱଳ୍ପ] :୨. ଜାହାଜିଆ ମାସ୍ତୁଲ ଖୁଣ୍ଟିରେ ପାଲ ଟାଙ୍ଗିବା — ୨. To draw the sails on a ship. ------------------ [[ଶ୍ରେଣୀ:ବଟ ତିଆରି ୩]] [[ଶ୍ରେଣୀ:ଜାହାଜିଆ ଶବ୍ଦ]] 4cpafqty8671xobf6gwnvxlruh974vm ଶେଢୁଅ 0 106828 194135 147124 2022-08-17T23:06:08Z Psubhashish 290 Psubhashish ପୃଷ୍ଠାଟିକୁ [[ଶେ(ଢୁ)ଅ]]ରୁ [[ଶେଢୁଅ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki '''ଶେ(ଢୁ)ଅ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Ṡe (ṟḍ̠ẖu)a| ʃˈew ɖʰˈu ˈɔ}} === ଅନୁବାଦ === {{trans-top|ଶେ(ଢୁ)ଅ}} * ବଙ୍ଗାଳୀ: [[সোউনী সিউনী]] * ହିନ୍ଦୀ: [[पानी सीचनेका यंतर]] {{trans-bottom}} === ଦେଶଜ - ବିଶେଷ୍ୟ - (ସଂସ୍କୃତ - ସେଚନକ) === କପା ଓ ବିଲାତିଆଳୁ ଗଛ ଛୋଟ ଥିବା ବେଳେ ଶସ୍ୟକ୍ଷେତ୍ରରେ ପାଣି ଦେବା ଲାଗି ବ୍ୟବହୃତ କାଠର କୁଲା ପରି ଗୋଟିଏ ଯନ୍ତ୍ର — A wooden contrivance used for sprinkling water over the small plants of cotton or potato. ------------------ [[ଶ୍ରେଣୀ:ବଟ ତିଆରି ୩]] mgn9eu4w29m57aud0j2ewaa4a7gb7he ଶେଢୁଆ 0 106830 194133 147126 2022-08-17T23:05:58Z Psubhashish 290 Psubhashish ପୃଷ୍ଠାଟିକୁ [[ଶେ(ଢୁ)ଆ]]ରୁ [[ଶେଢୁଆ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki '''ଶେ(ଢୁ)ଆ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Ṡe (ṟḍ̠ẖu)ā| ʃˈew ɖʰˈu ˈa}} === ଅନୁବାଦ === {{trans-top|ଶେ(ଢୁ)ଆ}} * ହିନ୍ଦୀ: [[कम चौडी नदी]] {{trans-bottom}} === ଦେଶଜ - ବିଶେଷଣ - === ଶିଢ଼ି ବା ନିଶୁଣି ପରି ଅଳ୍ପ ଓସାରିଆ (ନଦୀ) — (a river) Narrow like a ladder. ['''ଦ୍ରଷ୍ଟବ୍ୟ''' —ଯେଉଁ ନିଈ ଅଳ୍ପ ଓସାର ଥିବାରୁ ତହିଁ ଉପରେ ନିଶୁଣି ପକାଇ ଲୋକ ପାରି ହୋଇ ପାରନ୍ତି] === ବିଶେଷ୍ୟ - === କାଠଜୋଡ଼ି ନଦୀରୁ କଟକ ନଗରର ୧ମାଇଲ ପୂର୍ବରେ ବାହାରିଥିବା ଶାଖା ନଦୀ —A branch river branching off from the Kāṭhajoṟḍ̠i about a mile east of the Cuttack town. ------------------ [[ଶ୍ରେଣୀ:ବଟ ତିଆରି ୩]] 4a5j3fqud6hd942p8hp30c150zawv5j ଶେ(ଢ଼) 0 112920 194130 2022-08-17T23:05:18Z Psubhashish 290 Psubhashish ପୃଷ୍ଠାଟିକୁ [[ଶେ(ଢ଼)]]ରୁ [[ଶେଢ଼]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[ଶେଢ଼]] 4d57148oufhd11dscy59pcp6mcppdsx ଶେ(ଢ଼) ହ(ଙ୍କା)ରିବା 0 112921 194132 2022-08-17T23:05:45Z Psubhashish 290 Psubhashish ପୃଷ୍ଠାଟିକୁ [[ଶେ(ଢ଼) ହ(ଙ୍କା)ରିବା]]ରୁ [[ଶେଢ଼ ହଙ୍କାରିବା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[ଶେଢ଼ ହଙ୍କାରିବା]] bskh2p9c5ix7vnxwjb4eyxczi5pr65i ଶେ(ଢୁ)ଆ 0 112922 194134 2022-08-17T23:05:58Z Psubhashish 290 Psubhashish ପୃଷ୍ଠାଟିକୁ [[ଶେ(ଢୁ)ଆ]]ରୁ [[ଶେଢୁଆ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[ଶେଢୁଆ]] 9deh3zdlal2rx8ztd1gnubmsr83qeal ଶେ(ଢୁ)ଅ 0 112923 194136 2022-08-17T23:06:08Z Psubhashish 290 Psubhashish ପୃଷ୍ଠାଟିକୁ [[ଶେ(ଢୁ)ଅ]]ରୁ [[ଶେଢୁଅ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[ଶେଢୁଅ]] fx2x172f242me8evplh5t9zmc3w9fxx ମିରିଗାଣି ଡ଼ମ୍ୱ 0 112924 194138 2022-08-17T23:06:22Z Psubhashish 290 Psubhashish ପୃଷ୍ଠାଟିକୁ [[ମିରିଗାଣି ଡ଼ମ୍ୱ]]ରୁ [[ମିରିଗାଣି ଡମ୍ୱ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[ମିରିଗାଣି ଡମ୍ୱ]] agla0sxvybr9gnwxfm5yg7b0klp1cr2 କାରୁକାର୍ୟ୍ଯ 0 112925 194140 2022-08-17T23:21:15Z Psubhashish 290 Psubhashish ପୃଷ୍ଠାଟିକୁ [[କାରୁକାର୍ୟ୍ଯ]]ରୁ [[କାରୁକାର୍ଯ୍ୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାରୁକାର୍ଯ୍ୟ]] ny1l70712d9g5s02woep6t3try6zb08 କାର୍ୟ୍ଯସମାଧାନ 0 112926 194142 2022-08-17T23:21:31Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯସମାଧାନ]]ରୁ [[କାର୍ଯ୍ୟସମାଧାନ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟସମାଧାନ]] 646a74zj948ozv8blgl6s6ma77avbar କାର୍ୟ୍ଯସାଧନ 0 112927 194144 2022-08-17T23:21:48Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯସାଧନ]]ରୁ [[କାର୍ଯ୍ୟସାଧନ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟସାଧନ]] gnkzixqshmhfjifzwu9escdf2483kz7 ମହଶୁମ୍ୁମ୍ମ 0 112928 194146 2022-08-17T23:33:12Z Psubhashish 290 Psubhashish ପୃଷ୍ଠାଟିକୁ [[ମହଶୁମ୍ୁମ୍ମ]]ରୁ [[ମହଶୁମ୍ମ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[ମହଶୁମ୍ମ]] krrjotadr8x1g9yftdo6nrdoniqzzzz ରସ୍ପା(ଦ) ଣ୍ଟ 0 112929 194148 2022-08-17T23:41:50Z Psubhashish 290 Psubhashish ପୃଷ୍ଠାଟିକୁ [[ରସ୍ପା(ଦ) ଣ୍ଟ]]ରୁ [[ରସ୍ପାଦଣ୍ଟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[ରସ୍ପାଦଣ୍ଟ]] pyu4jszjdou203196ydsutgwzefyow9 କାର୍ୟ୍ଯସିଦ୍ଧି 0 112930 194150 2022-08-17T23:48:56Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯସିଦ୍ଧି]]ରୁ [[କାର୍ଯ୍ୟସିଦ୍ଧି]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟସିଦ୍ଧି]] k0yhom2nj4dqxncj7t3lsk0hrrbh2l4 କାର୍ୟ୍ଯାକାର୍ୟ୍ଯ 0 112931 194152 2022-08-17T23:49:16Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯାକାର୍ୟ୍ଯ]]ରୁ [[କାର୍ଯ୍ୟାକାର୍ଯ୍ୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟାକାର୍ଯ୍ୟ]] lrftaqn8o3t6uqcenq6a2g3q9dmqk6s କାର୍ୟ୍ଯାଙ୍ଗ 0 112932 194154 2022-08-17T23:49:30Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯାଙ୍ଗ]]ରୁ [[କାର୍ଯ୍ୟାଙ୍ଗ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟାଙ୍ଗ]] kk1isyqucdkjvugzdmxasz78340q45o କାର୍ୟ୍ଯାଧିପ 0 112933 194156 2022-08-17T23:49:41Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯାଧିପ]]ରୁ [[କାର୍ଯ୍ୟାଧିପ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟାଧିପ]] 3nuflodoysvxi388kl7ligl38pnmj1p କାର୍ୟ୍ଯାନ୍ତ 0 112934 194158 2022-08-17T23:58:39Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯାନ୍ତ]]ରୁ [[କାର୍ଯ୍ୟାନ୍ତ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟାନ୍ତ]] 2fvb1tchyets2np5hw1bc9c91p96w4c କାର୍ୟ୍ଯାଧ୍ଯକ୍ଷ 0 112935 194160 2022-08-17T23:58:53Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯାଧ୍ଯକ୍ଷ]]ରୁ [[କାର୍ଯ୍ୟାଧ୍ୟକ୍ଷ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟାଧ୍ୟକ୍ଷ]] 0nabtvsspjeclm5dd78sq0oghkrxll2 କାର୍ୟ୍ଯାରମ୍ଭ 0 112936 194162 2022-08-17T23:59:12Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯାରମ୍ଭ]]ରୁ [[କାର୍ଯ୍ୟାରମ୍ଭ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟାରମ୍ଭ]] r6bycgj4nm57e86mk65kmgmu43fm3mt କାର୍ୟ୍ଯାର୍ପଣ 0 112937 194164 2022-08-18T00:04:54Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯାର୍ପଣ]]ରୁ [[କାର୍ଯ୍ୟାର୍ପଣ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟାର୍ପଣ]] pzzkg40yiadcboxz0w8scmr6ea7q446 କାଳକେଯ 0 112938 194166 2022-08-18T00:05:09Z Psubhashish 290 Psubhashish ପୃଷ୍ଠାଟିକୁ [[କାଳକେଯ]]ରୁ [[କାଳକେୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାଳକେୟ]] bjmu5fogxubqp57jgdkcin21xr5suo4 କବିସୂର୍ୟ୍ଯ 0 112939 194168 2022-08-18T00:06:02Z Psubhashish 290 Psubhashish ପୃଷ୍ଠାଟିକୁ [[କବିସୂର୍ୟ୍ଯ]]ରୁ [[କବିସୂର୍ଯ୍ୟ]]କୁ ଘୁଞ୍ଚାଇଲେ wikitext text/x-wiki #ଲେଉଟାଣି [[କବିସୂର୍ଯ୍ୟ]] rjct50wtwihbzp0fndrjpjlgqxnbhns କାର୍ୟ୍ଯୀ 0 112940 194170 2022-08-18T00:06:24Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯୀ]]ରୁ [[କାର୍ଯ୍ୟୀ]]କୁ ଘୁଞ୍ଚାଇଲେ: ସଠିକ ବନାନ wikitext text/x-wiki #ଲେଉଟାଣି [[କାର୍ଯ୍ୟୀ]] qwvpwwksaozt4x4v9686n1puczgqmvv କାଳତ୍ରଯ 0 112941 194172 2022-08-18T00:11:42Z Psubhashish 290 Psubhashish ପୃଷ୍ଠାଟିକୁ [[କାଳତ୍ରଯ]]ରୁ [[କାଳତ୍ରୟ]]କୁ ଘୁଞ୍ଚାଇଲେ wikitext text/x-wiki #ଲେଉଟାଣି [[କାଳତ୍ରୟ]] 2zj00twu3xk33iqetbluipfr96sw4xd ଖଟିୟିବା 0 112942 194174 2022-08-18T00:43:36Z Psubhashish 290 Psubhashish ପୃଷ୍ଠାଟିକୁ [[ଖଟିୟିବା]]ରୁ [[ଖଟିଯିବା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[ଖଟିଯିବା]] 9twtoxlezf5mzki3md4k22olthgpyem ଖାପମାରିୟିବା 0 112943 194176 2022-08-18T00:43:53Z Psubhashish 290 Psubhashish ପୃଷ୍ଠାଟିକୁ [[ଖାପମାରିୟିବା]]ରୁ [[ଖାପମାରିଯିବା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[ଖାପମାରିଯିବା]] s3xuu3614bhd1s732yrywj2jnc4mrpu