ଉଇକିଅଭିଧାନ orwiktionary https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.39.0-wmf.23 case-sensitive ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିଅଭିଧାନ ଉଇକିଅଭିଧାନ ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ସୂଚୀ ସୂଚୀ ଆଲୋଚନା ଆଧାର ଆଧାର ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଗ୍ୟାଜେଟ ଗ୍ୟାଜେଟ ଆଲୋଚନା ଗ୍ୟାଜେଟ ସଂଜ୍ଞା ଗ୍ୟାଜେଟ ସଂଜ୍ଞା ଆଲୋଚନା କଣ୍ଡୋଳ 0 4868 193744 13680 2022-08-04T19:39:32Z Psubhashish 290 Psubhashish ପୃଷ୍ଠାଟିକୁ [[କଣ୍ଡ଼ୋଳ]]ରୁ [[କଣ୍ଡୋଳ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କଣ୍ଡ଼ୋଳ''' —
ଉଚ୍ଚାରଣ: Kaṇ/?/ḻa

ସଂ. ବି. (କଣ୍ଡ଼ ଧାତୁ=ସାଇତିବା+ସଜ୍ଞାର୍ଥେ. ଓଳ; ୟହିଁରେ ଶସ୍ୟାଦି ସାଇତା ଯାଏ) —

୧: ଶସ୍ୟାଦି ରଖିବା ପାଇଁ ବାଉଁଶ ବା ବେତନିର୍ମିତ ଡ଼ୋଲି; କୋଡ଼ମେଇ —୧. A big basket for storing grains.

୨: (+କର୍ତ୍ତୃ. ଓଳ)—ଓଟ; ଉଷ୍ଟ୍ର —୨. Camel.

୩: ଚଣ୍ଡ଼ାଳର ବୀଣା ୟୋଗୀ ଓ ବାଉରିବୈଷ୍ଣବମାନଙ୍କର ବ୍ୟବହାର କରିବା ବୀଣା; କେନ୍ଦରା — ୩. Beggar's lute.

[[ଶ୍ରେଣୀ:ବଟ ତିଆରି]] i6a2soixx0hlszvnfl8gr2mjh04htf4 କର୍ମଯୋଗ 0 6606 193740 37796 2022-08-04T19:38:44Z Psubhashish 290 Psubhashish ପୃଷ୍ଠାଟିକୁ [[କର୍ମୟୋଗ]]ରୁ [[କର୍ମଯୋଗ]]କୁ ଘୁଞ୍ଚାଇଲେ: ସଠିକ ବନାନ wikitext text/x-wiki [[ଶବ୍ଦାର୍ଥ]]: '''କର୍ମଯୋଗ''' —
ଉଚ୍ଚାରଣ: Karmaj̄oga

ସଂ. ବି. (୭: ମୀ ତତ୍, କର୍ମନ୍+ଯୋଗ) —

୧: ଧର୍ମସାଧନାର୍ଥ ସାଂସାରିକ କାର୍ୟ୍ୟନିର୍ବାହ —୧. The performance of worldly functions considered as religious duties.

୨: ବେଦବିହତ କର୍ମସାଧନାରେ କୌଶଳ — ୨. Skill in the performance of Vedic rites.

୩: ଚିତ୍ତଶୁଦ୍ଧିଜନକ ବୈଦେକ କର୍ମ —୩. Vedic rites performed for purification of the mind.

୪: କର୍ମରୂପ ଯୋଗ ସାଧନ, ଅର୍ଥାତ୍ ଈଶ୍ବରପ୍ରାପ୍ତି ଉଦ୍ଦେଶ୍ୟରେ କର୍ମାବଲମ୍ବନ —୪. Doing acts for the attainment of Divine bliss.

୫: କାର୍ୟ୍ୟରେ ଲାଗିବା —୫. Active exertion.

୬: ପରିଶ୍ରମ —୬. Industry.

୭: ଅଦୃଷ୍ଟ; କପାଳ —୭. Fortune; luck.

[ଦ୍ର—ଭଗବଦ୍ଗୀତାର ୩: ୟ ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ କର୍ମଯୋଗ ସମ୍ବନ୍ଧେ ଉପଦାଶ ଦେଇ ଅଛନ୍ତି ତାହାର ମର୍ମ ଏହି କି, ମନୁଷ୍ୟ ସଂସାରରେ କର୍ମ ନ କଲେ ଶରୀରୟାତ୍ର ନିର୍ବାହ କରି ନ ପାରେ କିନ୍ତୁ ମୁକ୍ତସଙ୍ଗ, ନିଷ୍କାମ ଓ ଅଫଳାକାଂକ୍ଷୀ ହୋଇ ସମସ୍ତ କର୍ମକୁ ଭଗବାନଙ୍କଠାରେ ଅର୍ପଣ କରି କର୍ତ୍ତବ୍ୟସାଧନ ଓ ଲୋକଶିକ୍ଷାର୍ଥ କର୍ମ କରିବ ଏବଂ ଇନ୍ଦ୍ରୟମାନଙ୍କୁ ସଂୟତ କରି କାମ— କ୍ରୋଧାଦି ରିପୁମାନଙ୍କୁ ଦମନ କରିବ କର୍ମଯୋଗ ଦ୍ବି ବିଧି,—ସକାମ ଓ ନିଷ୍କାମ ନିଷ୍କାମ କର୍ମ ଆତ୍ମଜ୍ଞାନର କାରଣ ଓ ସକାମ କର୍ମ ବିଷୟ ଭୋଗରୁ କାରଣ; କିନ୍ତୁ ସଂସାରର ପ୍ରତ୍ଯେକ ଲୋକକୁ ପ୍ରଥମେ କାମନାଯୁକ୍ତ ହୋଇ ଦେବଦେବିଙ୍କର ଅର୍ଚ୍ଚନା କରିବାକୁ ପଡ଼େ; ଏହିପରି କର୍ମଯୋଗରେ ଚିତ୍ତଶୁଦ୍ଧି ହେଉ ଆଉ କାମନା ରହେ ନାହିଁ ତା ପରେ ମାନବ ଆତ୍ମଜ୍ଞାନର ସାଧକ ନିଷ୍କାମ କର୍ମଯୋଗରେ ପ୍ରବୃତ୍ତ ହୁଏ ଏବଂ କ୍ରମେ ସେହି ପଥରେ ଜ୍ଞାନଲାଭ କରି ଜ୍ଞାନ— ବଳରେ ବ୍ରହ୍ମସାକ୍ଷାତ୍କାର ପର୍ଯ୍ୟନ୍ତ ଲାଭ କରି ପାରେ ଏଥିପାଇଁ ଆର୍ୟ୍ୟଧର୍ମଶାସ୍ତ୍ରରେ କର୍ମଯୋଗର ପ୍ରାଧାନ୍ୟ ବର୍ଣ୍ଣୀତ ହୋଇଅଛି]

[[ଶ୍ରେଣୀ:ବଟ ତିଆରି]] 6wrbrnklwe7gd8bwj9tvwhhzy3nk8iw କର୍ମଯୋଗୀ 0 6607 193742 163567 2022-08-04T19:38:56Z Psubhashish 290 Psubhashish ପୃଷ୍ଠାଟିକୁ [[କର୍ମୟୋଗୀ]]ରୁ [[କର୍ମଯୋଗୀ]]କୁ ଘୁଞ୍ଚାଇଲେ: ସଠିକ ବନାନ wikitext text/x-wiki [[ଶବ୍ଦାର୍ଥ]]: '''କର୍ମଯୋଗୀ''' —
ଉଚ୍ଚାରଣ: Karmaj̄ogā

ସଂ. ବିଣ. ପୁଂ. (କର୍ମଯୋଗ+ଅଛି ଅର୍ଥରେ. ଇନ୍, ୧: ମା.୧: ବ.) —

୧: ବୈଦିକ କର୍ମାଚରଣରେ ନିଯୁକ୍ତ; ଈଶ୍ବରପ୍ରାପ୍ତି ନିମିତ୍ତ ଧ୍ୟନଧାରଣାଦି ତପସ୍ୟାରେ ପ୍ରବୃତ୍ତ — ୧. Engaged in works of devotion for spiritual ends.

୨: କାର୍ୟ୍ୟକୁଶଳ; କର୍ମଠ —୨. Active.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷଣ]] 19229zihl5wbpuquy8w8nase9qagbnp କଷ୍ଟଯୋନି 0 7173 193746 166673 2022-08-04T19:39:55Z Psubhashish 290 Psubhashish ପୃଷ୍ଠାଟିକୁ [[କଷ୍ଟୟୋନି]]ରୁ [[କଷ୍ଟଯୋନି]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କଷ୍ଟଯୋନି''' —
ଉଚ୍ଚାରଣ: Kashṭaj̄oni

ସଂ. ବି. (କର୍ମଧା; କଷ୍ଟ+ଯୋନି) —

ନୀଚ ଯୋନି; ନୀଚ ଜନ୍ମ —A mean or low birth.

ପଶୁମାର୍ଗାଚାରୀ ଅଧର୍ମରୁଚି ମୂଢ଼େ, କଷ୍ଟଯୋନିକି ପାଇ ମହାଦୁଃଖେ ପଡ଼େ—କୃଷ୍ଣସିଂହ. ମହାଭାରତ. ବନ

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] qf3cjbxyt0oddpy3t44iah9jqzc6kk8 କାକୋଡୁମ୍ବରିକା 0 7561 193748 162429 2022-08-04T19:54:55Z Psubhashish 290 Psubhashish ପୃଷ୍ଠାଟିକୁ [[କାକୋଡ଼ୁମ୍ବରିକା]]ରୁ [[କାକୋଡୁମ୍ବରିକା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାକୋଡ଼ୁମ୍ବରିକା''' —
ଉଚ୍ଚାରଣ: Kākoḍumbarikā

ସଂ. ବି.—(କାକ+ଉଡ଼ୁମ୍ବର+କ+ସ୍ତ୍ରୀ. ଆ) —

ଡ଼ିମ୍ବିରି (କବିରାଜ ହରେକୃଷ୍ଣ. ଦ୍ରବ୍ୟଗୁଣ) — Fig.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] fyqpl1ixd2fsy230xym5smlrpljws6b କାଞ୍ଚୀଦାମ 0 7749 193758 164514 2022-08-04T19:56:00Z Psubhashish 290 Psubhashish ପୃଷ୍ଠାଟିକୁ [[କା଼ଞ୍ଚୀଦାମ]]ରୁ [[କାଞ୍ଚୀଦାମ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କା଼ଞ୍ଚୀଦାମ''' —
ଉଚ୍ଚାରଣ: Kān̄chīdāma

ସଂ. ବି. (କାଞ୍ଚୀ+ଦାମ=ମାଳା) —

କାଞ୍ଚି ୧: (ଦେଖ) Kān̄chi ୧ (See)

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] a9tvj78eerhgvwmdgkjvctgrlzhg5ff କାତର୍ଯ୍ୟ 0 8041 193750 162561 2022-08-04T19:55:09Z Psubhashish 290 Psubhashish ପୃଷ୍ଠାଟିକୁ [[କାତର୍ୟ୍ଯ]]ରୁ [[କାତର୍ଯ୍ୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାତର୍ୟ୍ୟ''' —
ଉଚ୍ଚାରଣ: Kātarj̄ya

ସଂ. ବି. (କାତର+ଭାବ. ୟ) —

କାତରତା (ଦେଖ) Kātaratā (see)

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 7m33bhq9y9s9odbhctwjgxyqeaghjnc କାତ୍ଯାୟନ 0 8059 193752 162774 2022-08-04T19:55:21Z Psubhashish 290 Psubhashish ପୃଷ୍ଠାଟିକୁ [[କାତ୍ଯାଯନ]]ରୁ [[କାତ୍ଯାୟନ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାତ୍ୟାୟନ''' —
ଉଚ୍ଚାରଣ: Kātyāyana
(କାତ୍ୟାୟନିକା; କାତ୍ୟାୟନୀ—ସ୍ତ୍ରୀ)
ସଂ. ବି. ପୁଂ. (କାତ୍ୟା+ସ୍ବାର୍ଥେ. ଆୟନ) —

୧: କାତ୍ୟ (ଦେଖ) ୧. Kātya (See)

୨: 'ଅଭିଧର୍ମ ଜ୍ଞାନ ପ୍ରସ୍ଥାନ' ଗ୍ରନ୍ଥ ପ୍ରଣେତା ବୌଦ୍ଧାଚାର୍ୟ୍ୟ — ୨. Name of a Buddhist author.

୩: ପାଲୀ ବ୍ୟାକରଣ 'କାଚ୍ଚାୟନ' ପ୍ରଣେତା ବୌଦ୍ଧାଚାର୍ୟ୍ୟ — ୩. Name of Pāli grammerian

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 8d1kugz9oqman6se0mp6olpvwnpkyok କାତ୍ଯାୟନିକା 0 8060 193754 164281 2022-08-04T19:55:35Z Psubhashish 290 Psubhashish ପୃଷ୍ଠାଟିକୁ [[କାତ୍ଯାଯନିକା]]ରୁ [[କାତ୍ଯାୟନିକା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାତ୍ୟାୟନିକା''' —
ଉଚ୍ଚାରଣ: Kātyāyanikā

ସଂ. ବି. ସ୍ତ୍ରୀ —

କାତ୍ୟାୟନୀ (ଦେଖ) Kātyāyanī (See)

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] karc7adnuy6xskypwvzro3qtoucg30k କାଦ୍ରେବେୟ 0 8089 193756 164684 2022-08-04T19:55:48Z Psubhashish 290 Psubhashish ପୃଷ୍ଠାଟିକୁ [[କାଦ୍ରେବେଯ]]ରୁ [[କାଦ୍ରେବେୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାଦ୍ରେବେୟ''' —
ଉଚ୍ଚାରଣ: Kādrabeya

ସଂ. ବି. (କଦ୍ରୁ+ଅପତ୍ୟାର୍ଥେ. ଏୟ; କଦ୍ରୁଙ୍କ ସନ୍ତାନ— ସନ୍ତତି) —

ସର୍ପ; ସର୍ପଜାତି — The serpent tribe.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 27ftvbfk8tpl1fjf58myjejcozyyxt7 କାନ୍ତାୟସ 0 8232 193760 164279 2022-08-04T19:56:21Z Psubhashish 290 Psubhashish ପୃଷ୍ଠାଟିକୁ [[କାନ୍ତାଯସ]]ରୁ [[କାନ୍ତାୟସ]]କୁ ଘୁଞ୍ଚାଇଲେ: ସଠିକ ବନାନ wikitext text/x-wiki [[ଶବ୍ଦାର୍ଥ]]: '''କାନ୍ତାୟସ''' —
ଉଚ୍ଚାରଣ: Kāntāyasa

ସଂ. ବି. (କାନ୍ତ+ଅୟସ୍+ସ୍ବାର୍ଥେ. ଅ) —

ଅୟସ୍କାନ୍ତ ମଣି —Loadstone.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 3stmmvm0jlpz2xxmadafvo99tbvkgo8 କାପିଳେୟ 0 8353 193762 167523 2022-08-04T19:56:31Z Psubhashish 290 Psubhashish ପୃଷ୍ଠାଟିକୁ [[କାପିଳେଯ]]ରୁ [[କାପିଳେୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାପିଳେୟ''' —
ଉଚ୍ଚାରଣ: Kāpiḻeya

ସଂ. ବି. ପୁଂ. (କପିଳ,କପିଳା+ସନ୍ତାନ, ଶିଷ୍ୟ ଅର୍ଥରେ ଏୟ) —

୧: କପିଳାନାମ୍ନୀ ବ୍ରାହ୍ମଣୀର ଗର୍ଭଜାତ ପୁତ୍ର — ୧. The son of a Brāhmaṇī Kapiḻā.

୨: କପିଳ ଋଷିଙ୍କ ଶିଷ୍ୟ, ପଞ୍ଚଶିଖନାମକ ଋଷି — ୨. Sage Pan̄chaṡikha, disciple of Kapiḻa.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 7b2ygcgt8py44d8v5rfijuyzme7vyvj କାମାବଶାୟିତା 0 8545 193764 165340 2022-08-04T19:57:11Z Psubhashish 290 Psubhashish ପୃଷ୍ଠାଟିକୁ [[କାମାବସା(ଶା)ଯିତା]]ରୁ [[କାମାବଶାୟିତା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାମାବସା(ଶା)ୟିତା''' —
ଉଚ୍ଚାରଣ: Kāmābas (ṡ)āyitā

ସଂ. ବି. (କାମ+ଅବସାୟିନ୍; ଅବ+ସୋ ଧାତୁ +ଇନ୍+ଭାବେ. ତା) —

୧: ଇଶ୍ବରଙ୍କର ଓ ଯୋଗୀମାନଙ୍କର ଔଶ୍ବର୍ୟ୍ୟବିଶେଷ; ବାସନାଶକ୍ତି; ଆପଣାର ଇଚ୍ଛା ପୂର୍ଣ୍ଣ କରିବାର କ୍ଷମତା ବା ସିଦ୍ଧି) —

୧. An extraordinary power of God and great men to fulfil their wishes.

[ଦ୍ର— ଅଣିମାଦି ଅଷ୍ଟସିଦ୍ଧି ମଧ୍ୟରୁ ଏହା ଏକତମ ]

୨: ଇନ୍ଦ୍ରିୟନିଗ୍ରହ ଶକ୍ତି — ୨. The power of restraining one's senses.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] kn5s53yzs6aqechm8kd2rd69ywljjzy କାମୋଦ୍ଦୀପକ 0 8599 193767 165029 2022-08-04T19:58:44Z Psubhashish 290 Psubhashish ପୃଷ୍ଠାଟିକୁ [[କାମୋଦ୍ଧୀପକ]]ରୁ [[କାମୋଦ୍ଦୀପକ]]କୁ ଘୁଞ୍ଚାଇଲେ wikitext text/x-wiki [[ଶବ୍ଦାର୍ଥ]]: '''କାମୋଦ୍ଧୀପକ''' —
ଉଚ୍ଚାରଣ: Kāmoddīpaka

ସଂ. ବି. (୬: ଷ୍ଠୀ ତତ୍; କାମ+ଉଦ୍ଧୀପକ) —

କାମର ଉଦ୍ଦୀପନକାରୀ; ୟାହାଦ୍ବାରା ମନୁଷ୍ୟର ସହବାସ ପାଇଁ ଇଚ୍ଛା ବଳବତୀ ହୁଏ —Exciting lust.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] dck4axpvfigs3i0nc3oqv1wfemqvl7o କାୟକ୍ଲେଶ 0 8630 193769 164695 2022-08-04T19:58:57Z Psubhashish 290 Psubhashish ପୃଷ୍ଠାଟିକୁ [[କାଯକ୍ଲେଶ]]ରୁ [[କାୟକ୍ଲେଶ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାୟକ୍ଲେଶ''' —
ଉଚ୍ଚାରଣ: kāyakḻeṣa

ସଂ. ବି. (୬: ଷ୍ଠୀ ତତ୍; କାୟ+ କ୍ଲେଶ) —

ଶାରୀରିକ କଷ୍ଟ —Physical pain or suffering.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 1dpu37eitlk4yoqkaq19tr26wfo01at କାୟବ୍ୟ 0 8632 193771 166330 2022-08-04T19:59:12Z Psubhashish 290 Psubhashish ପୃଷ୍ଠାଟିକୁ [[କାଯବ୍ଯ]]ରୁ [[କାୟବ୍ୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାୟବ୍ୟ''' —
ଉଚ୍ଚାରଣ: Kāyabya

ସଂ. ବି. (ନାମ) —

ମହାଭାରତୋକ୍ତ ଦସ୍ଯୁ ସରଦାର — Name of a head of thieves mentoined in the Mahābhārata.

[ଦ୍ର— ଏ ବଡ ଧର୍ମପରାୟଣ ଥିଲା ଏବଂ ମୁନି ଓ ସାଧୁମାନଙ୍କର ସେବା କରୁଥିଲା-ହି. ଶଦ୍ଦସାଗର]

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] mb3z1ypm13af8jnx65ll3zhy6kh6j4u କାୟମନୋବାକ୍ୟ 0 8634 193773 164459 2022-08-04T19:59:27Z Psubhashish 290 Psubhashish ପୃଷ୍ଠାଟିକୁ [[କାଯମନୋବାକ୍ଯ]]ରୁ [[କାଯମନୋବାକ୍ୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାୟମନୋବାକ୍ୟ''' —
ଉଚ୍ଚାରଣ: kāyamanobākya

ସଂ. ବି. (ଦ୍ବନ୍ଦ୍ବ; କାୟ+ମନଃ+ବାକ୍ୟ) —

ଶରୀର ମନ ଓ ବାକ୍ୟ — Body, mind and words;

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] fbp5ia0vm4hnlraopmyy8j5qw9d3yrb 193775 193773 2022-08-04T19:59:52Z Psubhashish 290 Psubhashish ପୃଷ୍ଠାଟିକୁ [[କାଯମନୋବାକ୍ୟ]]ରୁ [[କାୟମନୋବାକ୍ୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାୟମନୋବାକ୍ୟ''' —
ଉଚ୍ଚାରଣ: kāyamanobākya

ସଂ. ବି. (ଦ୍ବନ୍ଦ୍ବ; କାୟ+ମନଃ+ବାକ୍ୟ) —

ଶରୀର ମନ ଓ ବାକ୍ୟ — Body, mind and words;

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] fbp5ia0vm4hnlraopmyy8j5qw9d3yrb କାୟମାନ 0 8636 193799 165417 2022-08-04T20:42:49Z Psubhashish 290 Psubhashish ପୃଷ୍ଠାଟିକୁ [[କାଯମାନ]]ରୁ [[କାୟମାନ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାୟମାନ''' —
ଉଚ୍ଚାରଣ: Kāyamāna

ସଂ. ବି. (କାୟ=ଗୃହ+ମା ଧାତୁ+ଅଧିକରଣ. ଅନ) —

୧: ପର୍ଣ୍ଣିକୁଟୀର —୧. Cottage.

୨: ରାଜାଙ୍କ ଆବାସଯୋଗ୍ୟ ପଟ୍ଟଭବନାଦି — ୨. Royal tent or pavilion.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] tqpf37674egnb4um65z53e0x8xfmrcg କାୟସ୍ଥ 0 8637 193801 167590 2022-08-04T20:42:59Z Psubhashish 290 Psubhashish ପୃଷ୍ଠାଟିକୁ [[କାଯସ୍ଥ]]ରୁ [[କାୟସ୍ଥ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାୟସ୍ଥ''' —
ଉଚ୍ଚାରଣ: Kayastha
কায়স্থ, কায়েত काएथ
(କୟସ୍ଥା—ସ୍ତ୍ରୀ)
ସଂ. ବି. ପୁଂ. (କାୟ+ସ୍ଥା ଧାତୁ+କର୍ତ୍ତୃ. ଅ) —

୧: ଆତ୍ମା —୧. Soul.

୨: ହିନ୍ଦୁଜାତିବିଶେଷ; ବଙ୍ଗଦେଶର କରଣ ଜାତି — ୨. A respectable Hindu caste in Bengal answering to the Karaṇa caste of Orissa.

୩: କ୍ଷତ୍ରିୟ ପିତା ଓ ବୈଶ୍ୟା ବା ଶୁଦ୍ରାଣୀ ମାତା ଗର୍ଭଜାତ ସନ୍ତାନ —୩. A son born of a Kshatriya father and B&aline;i̱ṡya or Ṡūdra mother.

ସଂ. ବିଣ. (କାୟ+ସ୍ଥା ଧାତୁ+କର୍ତ୍ତୃ. ଅ) —

୧: ଦେହସ୍ଥ — ୧. Situate or existing in the body.

୨: ଶାରୀରିକ —୨. Corporeal; bodily.

[ଦ୍ର—କଲିକତା ହାଇକୋର୍ଟ କେତେଗୁଡ଼ିଏ ନଜୀରଦ୍ବାରା ସିନ୍ଧାନ୍ତ କରିଥିଲେ ଯେ କାୟସ୍ଥମାନେ ଚିତ୍ରଗୁପ୍ତଙ୍କ ବଂଶଧର ଓ କ୍ଷତ୍ରୀୟ ଅ଼ଟନ୍ତି; କିନ୍ତୁ ବଙ୍ଗର କାୟସ୍ଥମାନେ ଉପନୟନ ପରିତ୍ୟାଗ କରି ବର୍ମା ଉପାଧି ପରିବର୍ତ୍ତରେ ଦାସ ଉପାଧି ଗ୍ରହଣ କରି ବ୍ରାତ୍ୟ ହେବାରୁ ଶୂଦ୍ର ହୋଇଅଛନ୍ତି ଏହା ମଧ୍ୟ ଶ୍ୟାମାଚରଣ ସରକାରଙ୍କ ବ୍ୟବସ୍ଥାଦର୍ପଣରେ ପ୍ରତିପାଦିତ ହୋଇଥିଲା କିନ୍ତୁ ସମ୍ପତି ପାଟଣା ହାଇକୋର୍ଟ ନାନା ସ୍ମୃତି, ପୁରାଣ ଓ ଆଧୁନିକ ଓ ପାଶ୍ଚାତ୍ୟ ଲେଖକଙ୍କ ମତମାନ ଆଲୋଚନା କରି ସିନ୍ଧାନ୍ତ କରିଅଛନ୍ତି ଯେ ଭାରତର ସମସ୍ତ ଅଞ୍ଚଳର କାୟସ୍ଥମାନେ ଓ ଉତ୍କଳର କରଣମାନେ କ୍ଷତ୍ରିୟ ଅଟନ୍ତି]

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷଣ]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] nooq1gb21uwf0clwzxcy8dl8lbp46ov କାୟିକ ପରିଶ୍ରମ 0 8643 193803 166980 2022-08-04T20:43:10Z Psubhashish 290 Psubhashish ପୃଷ୍ଠାଟିକୁ [[କାଯିକ ପରିଶ୍ରମ]]ରୁ [[କାୟିକ ପରିଶ୍ରମ]]କୁ ଘୁଞ୍ଚାଇଲେ: ସଠିକ ବନାନ wikitext text/x-wiki [[ଶବ୍ଦାର୍ଥ]]: '''କାୟିକ ପରିଶ୍ରମ''' —
ଉଚ୍ଚାରଣ: Kāyika pariṣrama

ସଂ. ବି. —

ଶାରୀରିକ ପରିଶ୍ରମ; ଦିହମିହନ୍ତ — physical exertion; bodily labour.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] rl7q3mb0weed5nsmtouokwj66ownqgf କାରୟିଷ୍ଣୁ 0 8721 193805 166253 2022-08-04T20:43:23Z Psubhashish 290 Psubhashish ପୃଷ୍ଠାଟିକୁ [[କାରଯିଷ୍ଣୁ]]ରୁ [[କାରୟିଷ୍ଣୁ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାରୟିଷ୍ଣୁ''' —
ଉଚ୍ଚାରଣ: Kārayishṇu

ସଂ. ବି. ପୁଂ ଓ ସ୍ତ୍ରୀ. (କୃ ଧାତୁ ଣିଜନ୍ତ କାରି ଧାତୁ+ ଇଷ୍ଣୁ) —

ଅନ୍ୟକୁ କର୍ମ କରାଇବା ବାଲା; ଅନ୍ୟଦ୍ବାରା କର୍ମ କରାଇବା (ବ୍ୟକ୍ତି) — Causing another to do a work.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] iox6u6igybizwiundfht914j017o3s9 କାର୍ତ୍ତବୀର୍ଯ୍ୟ 0 8783 193807 164564 2022-08-04T20:44:04Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ତ୍ତବୀର୍ୟ୍ଯ]]ରୁ [[କାର୍ତ୍ତବୀର୍ଯ୍ୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ତ୍ତବୀର୍ୟ୍ୟ''' —
ଉଚ୍ଚାରଣ: kārttabīrj̄ya

ସଂ. ବି. (ନାମ) (କୃତବୀର୍ୟ୍ୟ+ ଅପତ୍ୟାର୍ଥେରେ. ଅ) —

କୀର୍ତ୍ତବୀର୍ୟ୍ୟାର୍ଜୂନ (ଦେଖ) Kārttabīrj̄yārjuna (See)

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 4y96kf16hz99kml9bhayg3m2h3przo5 କାର୍ତ୍ତବୀର୍ଯ୍ୟାର୍ଜୁନ 0 8784 193809 166306 2022-08-04T20:44:31Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ତ୍ତବୀର୍ୟ୍ଯାର୍ଜୂନ]]ରୁ [[କାର୍ତ୍ତବୀର୍ଯ୍ୟାର୍ଜୁନ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ତ୍ତବୀର୍ୟ୍ୟାର୍ଜୂନ''' —
ଉଚ୍ଚାରଣ: Kārttabīrj̄yārjuna

ସଂ. ବି. (ନାମ) (କାର୍ତ୍ତୀବୀର୍ୟ୍ୟ+ ଅର୍ଜୂନ; ଏ କୃତବୀର୍ୟ୍ୟଙ୍କ ପୁତ୍ର ଓ ଏହାଙ୍କ ନାମ ଅର୍ଜୁନ) —

ସହସ୍ରାର୍ଜୁନ — A thousand-handed king of Mahesmati and contemporary of Raban.

[ଦ୍ର—ଏ ହୈହୟମାନଙ୍କର ରାଜା କୃତବୀର୍ୟ୍ୟଙ୍କ ପୁତ୍ର ଏହାଙ୍କ ରାଜଧାନୀ ମାହିଷ୍ମତୀ ଥିଲା ଦତ୍ତାତ୍ରୟଙ୍କୁ ସେବାରେ ସନ୍ତୁଷ୍ଟ କରି ତାଙ୍କ- ଠାରୁ ବର ପାଇ ଏହାଙ୍କର ସହସ୍ର ହସ୍ତ ହୋଇଥିଲା ଏହାଙ୍କର ସ୍ବର୍ଣ୍ଣରଥ କାମରତି ଥିଲା ଏ ଦଶ ସହସ୍ର ୟଜ୍ଞ କରି ୮୫: ବର୍ଷ ରାଜତ୍ବ କରିଥିଲେ କ୍ରୀଡ଼ା କରିବା ପାଇଁ ସ୍ବହସ୍ତରେ ଏ ରେବା ନଦୀରେ ବନ୍ଧ ପକାଇ ସ୍ରୋତକୁ କନ୍ଦ କରିଥିଲେ ରାବଣକୁ ଧରି ନେଇ ପଶୁ ପରି ଆପଣା ରାଜଧାନୀରେ ବନ୍ଦି କରି ରଖିଥିଲେ ୟମଦଗ୍ନିଙ୍ କାମଧେନୁକୁ ଏ ବଳପୂର୍ବକ ହରଣ କରିବାକୁ ୟମଦଗ୍ନିଙ୍କ ପୁତ୍ର ପରଶୁରାମ ଏହାଙ୍କୁ ନିହତ କଲେ ଏହାଙ୍କ ନାମ ସ୍ମରଣ କଲେ ହୃତଧନ ପୁନଃ ପ୍ରାପ୍ତ ହୁଏ ବୋଲି ପୁରାଣରେ ଅଛି ଏହାଙ୍କ ରାଜ୍ୟ ଆଧୁନିକକ ବୁନ୍ଦେଲଖଣ୍ଡ]

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] n3crta31hbe15bc1ujynftn8wsbdyxl କାର୍ତ୍ତିକେୟ 0 8809 193811 167055 2022-08-04T20:44:40Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ତ୍ତିକେଯ]]ରୁ [[କାର୍ତ୍ତିକେୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ତ୍ତିକେୟ''' —
ଉଚ୍ଚାରଣ: kārttikeya

ସଂ. ବି. ପୁଂ. (କୃତ୍ତିକା+ ଅପତ୍ୟାର୍ଥେ. ଏୟ) —

କୁମାର; ଷଡ଼ାନନ —God Kārttika; son of Ṡiba.

[ଦ୍ର—ଏହାଙ୍କ ଜନ୍ମ ପରେ ଏହାଙ୍କ ଶିଶୁ ଅବସ୍ଥାରେ ଶରବନରେ ପାଇ କୃତ୍ତିକାଦି ଛଅ ଭଉଣୀ ସ୍ତନ୍ୟପାନ କରାଇଥିବାରୁ ଏହାଙ୍କର ଛଅ ଗୋଟି ମୁହଁ ହେଲା ଓ ଏହାଙ୍କ ନାମ କାର୍ତ୍ତିକେୟ ହେଲା ଏ ଶିବଙ୍କର ପୁତ୍ର ଏ ଦେବସେନାଙ୍କ ସେନାପତି ହୋଇ ତାରକା- ସୁରଙ୍କୁ ଯୁଦ୍ଧରେ ବଧ କରିଥିଲେ ମହାଦେବ ପାର୍ବତୀଙ୍କୁ ସହବାସ କରିବା ସମୟରେ ଅଗ୍ନି ଗୋଟିଏ କପୋତରୂପ ଧରି ସେଠାରେ ଲୁଚିଥିଲେ ପାର୍ବତୀ ମହାଦେବଙ୍କର ଉଗ୍ରତେଜଃସମ୍ପନ୍ନ ରେତଃକୁ ଗର୍ଭରେ ଧାରଣ କରିବାକୁ ଅସମର୍ଥ ହେବାରୁ ତାହା ଅଗ୍ନିଙ୍କ ଉପରେ ପତିତ ହେଲ ଅଗ୍ନି ତାହା ସମ୍ବାଳି ନ ପାରି ସ୍ବର୍ଗଗଙ୍ଗାରେ ପକାଇଲେ ଗଙ୍ଗା ତାକୁ ସମ୍ବାଳି ନ ପାରି ଶରବଣରେ ପକାଇଲେ ସେହି ସମୟରେ କୃତ୍ତିକାଦି ଛଅ ଜଣ ଋଷିପତ୍ନୀ ଗଙ୍ଗାକୁ ଗାଧୋଇବାକୁ ଆସୁ ଆସୁ ଉକ୍ତ ରେତକୁ ଦେଖି ୟତ୍ନପୂର୍ବକ ରଖିବାରୁ ସେଥିରୁ ଛଅଟି ମୁଖଯୁକ୍ତ ଗୋଟିଏ କୁମାର ଜାତ ହୋଇ ଛଅ ମାଆଙ୍କଠାରୁ ସ୍ତନ୍ୟ ପିଇଲେ କାର୍ତ୍ତିକେୟ କୁମାରବ୍ରତଧାରୀ ଥିଲେ ଏହାଙ୍କର ଅନ୍ୟ ନାମ ଗଙ୍ଗାପୁତ୍ର, ସ୍ପନ୍ଦ, କୁମାର ଶରଜନ୍ନା, ତ୍ରୌଞ୍ଚଦାରଣ ଷଣୁଖ, ଷଡ଼ାନନ. ସେନାନୀ, ତାରକଜିତ୍ ଅଗ୍ନିଭୂ, ଗୁହ. ଏହାଙ୍କର ବାହନ ମଯୁର ଏ ଶର ଦ୍ବାରା ତ୍ରୌଞ୍ଚ ପର୍ବତକୁ ବିଦ୍ଧ କରିଥିଲେ ଓ ଦେବସେନାଙ୍କର ସେନାପତି ଥିଲେ ]

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] p6s19599iad1icis5qrysx7eym5zlhx କାର୍ତ୍ତିକେୟପୂଜା 0 8810 193813 164106 2022-08-04T20:44:49Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ତ୍ତିକେଯପୂଜା]]ରୁ [[କାର୍ତ୍ତିକେୟପୂଜା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ତ୍ତିକେୟପୂଜା''' —
ଉଚ୍ଚାରଣ: Kārttikeyapūjā

ସଂ. ବି —

କାର୍ତ୍ତିକପୂଜା (ଦେଖ) Kārttikapūjā (See)

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] acagh3sl6nn7d1zqtnhrpnua0323czb କାର୍ଯ୍ୟ ଆସିବା 0 8839 193787 193289 2022-08-04T20:21:42Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯ ଆସିବା]]ରୁ [[କାର୍ଯ୍ୟ ଆସିବା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟ ଆସିବା''' —
ଉଚ୍ଚାରଣ: Kārj̄ya āsibā

ଦେ. ବି —

କାର୍ଯ୍ୟରେ ଆସିବା (ଦେଖ) Kārj̄yare āsibā (See)

[[ଶ୍ରେଣୀ:ବଟ ତିଆରି]] grxkzg3uyex79e0q371wmcc1ma4tnef କାର୍ଯ୍ୟ ଉଠାଇବା 0 8840 193785 193290 2022-08-04T20:21:30Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯ ଉଠାଇବା]]ରୁ [[କାର୍ଯ୍ୟ ଉଠାଇବା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟ ଉଠାଇବା''' —
ଉଚ୍ଚାରଣ: Kārj̄ya uṭhāibā
কাজ উঠিএদেওয়া काम उठाना

ଦେ. କ୍ରି —

ଆରବ୍ଧ ବା ଅଭିଳଷିତ କର୍ମ ସମ୍ପନ୍ନ କରିବା —To accomplish a work.

[[ଶ୍ରେଣୀ:ବଟ ତିଆରି]] o6ww9n3limc50y4okg3rfb1ec0gkjka କାର୍ଯ୍ୟ କରିବା 0 8841 193783 193291 2022-08-04T20:21:23Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯ କରିବା]]ରୁ [[କାର୍ଯ୍ୟ କରିବା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟ କରିବା''' —
ଉଚ୍ଚାରଣ: Kārj̄ya karibā
কামকরা कामकरना

ଦେ. କ୍ରି —

୧: କୌଣସି କାମ କରିବା — ୧. To perform an act.

୨: ପରିଶ୍ରମ କରିବା —୨. To labour; to work.

୩: ଚାକିରି କରିବା —୩. To serve.

୪: ଉପକାର କରିବା — ୪. To render service or benefit.

[[ଶ୍ରେଣୀ:ବଟ ତିଆରି]] 0l0xngo2gmkta1iw5vgr69mi0epzzk3 କାର୍ଯ୍ୟକାରଣ 0 8843 193793 193317 2022-08-04T20:22:48Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯ୍ଯକାରଣ]]ରୁ [[କାର୍ଯ୍ୟକାରଣ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟ୍ୟକାରଣ''' —
ଉଚ୍ଚାରଣ: Kārj̄yakāraṇa

ସଂ. ବି. —

(ଦ୍ବନ୍ଦ; କାର୍ଯ୍ୟ ଓ କାରଣ) କର୍ମ ଓ ତହିଁର ହେତୁ —Act and its cause.

ଦେ. ବି. —

କାର୍ଯ୍ୟ୍ୟର ପ୍ରସଙ୍ଗ ବା ପ୍ରଯୋଜନ — Occasion or need for an act; exigencies of work.

କୂର୍ମ ଯେସନେଜ ନିଜ ଅଙ୍ଗୁ ଅଙ୍ଗ କାଢ଼ି କାର୍ଯ୍ୟ୍ୟ କାରଣ କାଳେ ତା ଦେଉଥାଏ ବାଢ଼ି ବିଷ୍ଣୁକେଶରୀପୁରାଣ

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] jcc13ia2uliz8p4bopioae2nipz7dxb କାର୍ଯ୍ୟକାରଣକର୍ତ୍ତୃହଭାବସମ୍ବନ୍ଧ 0 8844 193817 165461 2022-08-04T20:53:10Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯକାରଣକର୍ତ୍ତୃହଭାବସମ୍ବନ୍ଧ]]ରୁ [[କାର୍ଯ୍ୟକାରଣକର୍ତ୍ତୃହଭାବସମ୍ବନ୍ଧ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ୟ୍ୟକାରଣକର୍ତ୍ତୃହଭାବସମ୍ବନ୍ଧ''' —
ଉଚ୍ଚାରଣ: Kārj̄yakāraṇakarttrutwa- bhābasambandha

ସଂ. ବି. —

(ନ୍ୟାୟଶାସ୍ତ୍ର)—ଫଳ, ଉପାୟ ଓ କର୍ତ୍ତାଙ୍କ ମଧ୍ୟରେ ବିଦ୍ୟମାନ ଥିବା ସମ୍ବନ୍ଧ —(Logic) The relationship between an effect, a means and a doer.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] q4apzgd1g47qaxtb9ktp1jv6ntuof7b କାର୍ଯ୍ୟକାରଣଭାବ 0 8845 193819 164803 2022-08-04T20:53:31Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯ୍ଯକାରଣଭାବ]]ରୁ [[କାର୍ଯ୍ୟକାରଣଭାବ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ୟ୍ୟ୍ୟକାରଣଭାବ''' —
ଉଚ୍ଚାରଣ: Kārj̄yakāraṇabhāba

ସଂ. ବି. —

ଫଳ ଓ ତହିଁର ନିମିତ୍ତ ମଧ୍ୟରେ ସମ୍ବନ୍ଧ —Causality; the relation between effect and cause.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 866yfun95zktuf2fi95jephde49qi6d କାର୍ଯ୍ୟକାରିତା 0 8846 193821 164175 2022-08-04T20:53:47Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯ୍ଯକାରିତା]]ରୁ [[କାର୍ଯ୍ୟକାରିତା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ୟ୍ୟ୍ୟକାରିତା''' —
ଉଚ୍ଚାରଣ: Kārj̄yakāritā

ସଂ. ବି (କାର୍ୟ୍ୟ୍ୟକାରିନ୍+ଭାବ. ତା) —

ପ୍ରଯୋଜନୀୟତା — Usefulness; utility.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] ou1u9812ux9uoessgka3iyx55az3ifx କାର୍ଯ୍ୟକ୍ରମ 0 8852 193823 193294 2022-08-04T20:54:01Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯକ୍ରମ]]ରୁ [[କାର୍ଯ୍ୟକ୍ରମ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟକ୍ରମ''' —
ଉଚ୍ଚାରଣ: Kārj̄yakrama

ସଂ. ବି. (୬: ଷ୍ଠୀ ତତ୍; କାର୍ଯ୍ୟ+କ୍ରମ) —

ପୂର୍ବରୁ ନିରୂପିତ କରାଯାଇଥିବା କାର୍ଯ୍ୟର ଧାରା— ବାହିକ ଅଂଶ ବା ଅଙ୍ଗ; କାର୍ଯ୍ୟର ଅଙ୍ଗପ୍ରତ୍ୟଙ୍ଗ — Programme or routine of a work.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 3jsp2626fr72j1s9whv7k1qco921poq କାର୍ଯ୍ୟଗ୍ରାହୀ 0 8855 193779 193295 2022-08-04T20:21:07Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯଗ୍ରାହୀ]]ରୁ [[କାର୍ଯ୍ୟଗ୍ରାହୀ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟଗ୍ରାହୀ''' —
ଉଚ୍ଚାରଣ: Kārj̄yagrāhī
(କାର୍ଯ୍ୟଗ୍ରାହିଣୀ—ସ୍ତ୍ରୀ)
୧: ଅନ୍ୟଠାରୁ କାର୍ଯ୍ୟ୍ୟ କରାଇ ନେବା ବ୍ୟକ୍ତି — ୧. One who obtains work from others; one who has a work done by others.

୨: କାର୍ଯ୍ୟ ନିମନ୍ତେ ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିବା ବ୍ୟକ୍ତି —୨. One who depends upon others for completion of work.

୩: କୌଣସି କାର୍ଯ୍ୟ ନିମନ୍ତେ ବହୁ ଲୋକଙ୍କ ସାହାଯ୍ୟ ଲୋଡ଼ୁଥିବା ବ୍ୟକ୍ତି — ୩. One who requires the services of many for the completion of a work.

୪: କୌଣସି ବହୁଲୋକସାଧ୍ୟ କାର୍ଯ୍ୟର ଦାୟିତ୍ବରେ ଜଡ଼ିତ ବ୍ୟକ୍ତି — ୪. One who is responsible for a work requiring many persons to perform it.

୫: ଯେଉଁ ବ୍ୟକ୍ତିର ବା ପରିବାରର କୌଣସି ନିମିତ୍ତ ବା ଉତ୍ସବ ହେଉ ଥାଏ — ୫. Head of the family where a social function is performed.

୬: କୌଣସି କାର୍ଯ୍ୟ ତନଖିବା ଭାର ଯେଉଁ ବ୍ୟକ୍ତି ଉପରେ ଥାଏ —୬. Supervisor; superintendent; agent.

ନୃପତିର କାର୍ଯ୍ୟଗ୍ରାହୀ ଭୃଗୁ ମୁନିଶିଷ୍ୟ ବିଷ୍ଣକେଶରୀ. ପୁରାଣ

[[ଶ୍ରେଣୀ:ବଟ ତିଆରି]] rnaewapkldzilrln5x400dx9zhfbpis କାର୍ଯ୍ୟଚ୍ଯୁତି 0 8857 193825 193296 2022-08-04T20:54:12Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯଚ୍ଯୁତି]]ରୁ [[କାର୍ଯ୍ୟଚ୍ଯୁତି]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟଚ୍ଯୁତି''' —
ଉଚ୍ଚାରଣ: Kārj̄yachyuti

ସଂ. ବି. (୭: ମୀ ତତ୍; କାର୍ଯ୍ୟ+ଚ୍ଯୁତି=ସ୍ପଳନ) —

୧: କର୍ମରୁ ବରଖାସ୍ତ ହେବା — ୧. Dismissal or removal from service.

୨: ବେକାର ଅବସ୍ଥା —୨. Non-employment.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 1tsgsiym14z9i0pol65jmov387lgaod କାର୍ଯ୍ୟଞ୍ଚାଗେ 0 8858 193791 193297 2022-08-04T20:22:26Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯଞ୍ଚାଗେ]]ରୁ [[କାର୍ଯ୍ୟଞ୍ଚାଗେ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟଞ୍ଚାଗେ''' —
ଉଚ୍ଚାରଣ: Kārj̄yan̄chāge

ଦେ. ବି. [ସଂ. କାର୍ଯ୍ୟଂ=କାର୍ଯ୍ୟ+ଚ=ଏବଂ+ ଓ. ଆଗେ (ସଂ. ଅଗ୍ରେ=ପ୍ରଥମେ) ଏହିପରି ୩:ଟି ଶବ୍ଦ ଦ୍ବାରା ଗଠିତ; ଦଲିଲ ଦସ୍ତାବିଜ ଓ ପତ୍ରର ଶିରୋନାମାରେ ଲେଖାୟାଉଥିବା ପ୍ରାୟ ନିରର୍ଥକ ବାକ୍ୟ] —

ଏ ଦଲିଲ ବା ପତ୍ରର କାର୍ଯ୍ୟ ବା ବିଷୟ ଏହି କି — A meaningless and redundant clause now used in the heading or the introductory line of a letter or formal deed meaning— This document is to the following effect.

(ଯଥା—କସ୍ୟ ଟ୫:ର ଋଣଗ୍ରହଣପତ୍ର ବା ବିକ୍ରୟପତ୍ର— ମିଦଂ କାର୍ଯ୍ୟୋଞ୍ଚାଗେ —)

[ଦ୍ର—ପୂର୍ବେ ସଂସ୍କୃତଭାଷାରେ ଦଲିଲ ଲେଖା ହେଉଥିବା ସମୟରେ ଲୋକେ ଲେଖୁଥିଲେ 'ସବିନୟନିବେଦନମିଦଂ'= ସବିନୟ ନିବେଦନ ଏହି; 'ବିକ୍ରୟପତ୍ରମିଦଂ' =ବିକ୍ରୟ ପତ୍ର ଏହି; 'ଦାନପତ୍ରନିଦଂ' =ଦାନ ପତ୍ର ଏହି ସଂସ୍କୃତ ଚର୍ଚ୍ଚା କମିଗଲା ସତ୍ୟ, କିନ୍ତୁ ସଂସ୍କୃତନାଭିଜ୍ଞ ବ୍ୟକ୍ତିମାନେ ସାଧାରଣଙ୍କ ନିକଟରେ ସଂସ୍କୃତରେ ପାଣ୍ଡିତ୍ୟ ଦେଖାଇବା ନିମନ୍ତେ ପତ୍ରର ଶିରୋନାମାରେ 'ସବିନୟନିବେଦନମିଦଂ' 'କାର୍ଯ୍ୟଞ୍ଚାଗେ' ଓ ଦଲିଲ ଶିରୋନାମାରେ 'କସ୍ୟ ଟ୩:ର ଋଣଗ୍ରହଣପତ୍ର— ମିଦଂ କାର୍ଯ୍ୟଞ୍ଚାଗେ' ଲେଖିବାକୁ ଆରମ୍ଭ କଲେ ଓ ଏହି ରୀତି ଆଜି ପର୍ୟନ୍ତ ଚଳୁଅଛି]

[[ଶ୍ରେଣୀ:ବଟ ତିଆରି]] o6f1drova99fo7jpje4uroq24ki5wit କାର୍ଯ୍ୟ ଦେବା 0 8860 193781 193292 2022-08-04T20:21:14Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯ ଦେବା]]ରୁ [[କାର୍ଯ୍ୟ ଦେବା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟ ଦେବା''' —
ଉଚ୍ଚାରଣ: Kārj̄ya debā
কাঁযদওয়া कामदेना

ଦେ. କ୍ରି. —

୧: ଅନ୍ୟଠାରେ କାର୍ଯ୍ୟର ଭାର ଦେବା — ୧. To allot a work.

୨: କାର୍ଯ୍ୟରେ ନିଯୁକ୍ତ କରିବା — ୨. To appoint or employ in any work.

୩: ବେକାର ବା ନିକମ୍ମା ବ୍ୟକ୍ତକୁ କାମରେ ଲଗାଇବା — ୩. To give employment to an unemployed person.

[[ଶ୍ରେଣୀ:ବଟ ତିଆରି]] gxzltus89r8ga4tokb7pvvyqr031swj କାର୍ଯ୍ୟନାଶ 0 8861 193797 193298 2022-08-04T20:23:09Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯନାଶ]]ରୁ [[କାର୍ଯ୍ୟନାଶ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟନାଶ''' —
ଉଚ୍ଚାରଣ: Kārj̄yanāṡa

ସଂ. ବି. (୬: ଷ୍ଠୀ ତତ୍; କାର୍ଯ୍ୟ+ନାଶ) —

୧: କାର୍ଯ୍ୟରେ ନିଷ୍ଫଳତା — ୧. Want of success; fruitlessness.

୨: କାର୍ଯ୍ୟଚ୍ଯୁତି (ଦେଖ) ୨. Kārj̄yachyuti (See)

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] s97b2p5h01b4cay6ypuj60he4ykaszs କାର୍ଯ୍ୟନିଯୁକ୍ତି 0 8864 193827 164778 2022-08-04T21:02:14Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯନିୟୁକ୍ତି]]ରୁ [[କାର୍ଯ୍ୟନିଯୁକ୍ତି]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ୟ୍ୟନିଯୁକ୍ତି''' —
ଉଚ୍ଚାରଣ: Kārj̄yanij̄ukti

ସଂ. ବି. (୭: ମୀ ତତ୍;) —

କୌଣସି କାର୍ୟ୍ୟରେ ମୁକୁରର ହେବା —Appointment in a post or position.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] b85kiil50oa93ndg8l63kzvttwf2yne କାର୍ଯ୍ୟପ୍ରସର 0 8870 193829 193300 2022-08-04T21:02:37Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯପ୍ରସର]]ରୁ [[କାର୍ଯ୍ୟପ୍ରସର]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟପ୍ରସର''' —
ଉଚ୍ଚାରଣ: Kārj̄yaprasara

ସଂ. ବି. (୬: ଷ୍ଠୀ ତତ୍) —

କାର୍ଯ୍ୟ କରିବାର ସୀମା — Scope of one's work; fielld of work.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] m1032oe1xgc4l5wr8ozyw1wzitxiubo କାର୍ଯ୍ୟପ୍ରାପ୍ତି 0 8871 193795 193301 2022-08-04T20:23:00Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯପ୍ରାପ୍ତି]]ରୁ [[କାର୍ଯ୍ୟପ୍ରାପ୍ତି]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟପ୍ରାପ୍ତି''' —
ଉଚ୍ଚାରଣ: Kārj̄yaprāpti

ସଂ. ବି. —

୧: କାର୍ଯ୍ୟ ଲାଭ — ୧. Success in a mission.

୨: ଚାକିରି ପାଇବା —୨. Appointment.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 3cnr6k9iwrqqpte79nlw1kuwuln99ge କାର୍ଯ୍ୟବଶ 0 8872 193831 193302 2022-08-04T21:02:52Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯବଶ]]ରୁ [[କାର୍ଯ୍ୟବଶ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟବଶ''' —
ଉଚ୍ଚାରଣ: Kārj̄yabaṡa

ସଂ. ବିଣ. (୬: ଷ୍ଠୀ ତତ୍; କାର୍ଯ୍ୟ+ବଶ) —

୧: କୌଣସି କର୍ମରେ ନିଯୁକ୍ତ — ୧. Engaged in a work.

୨: ୟାହାର କୌଣସି କାର୍ଯ୍ୟ କରିବାକୁ ପଡ଼ିଥାଏ — ୨. Having a business to attend to.

୩: (୩: ୟା ତତ୍)—କାର୍ଯ୍ୟ ଯୋଗୁଁ ପରାଧୀନ ବା ବାଧ୍ୟ — ୩. Obliged to a person for some work done by him.

ସଂ. ବି. —

କର୍ମାନୁରୋଧ —Exigencies of business.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷଣ]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] f7e7d4s7xpi7y6x2i2l1rxr4zcef0o7 କାର୍ଯ୍ୟଭାର 0 8878 193833 193306 2022-08-04T21:03:04Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯଭାର]]ରୁ [[କାର୍ଯ୍ୟଭାର]]କୁ ଘୁଞ୍ଚାଇଲେ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟଭାର''' —
ଉଚ୍ଚାରଣ: Kārj̄yabhāra

ସଂ. ବି. (୬: ଷ୍ଠୀ ତତ୍) —

କୌଣସି କାର୍ଯ୍ୟ କରିବାର ଦାୟିତ୍ବ —Charge of a work or matter.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] t7fifeuf3rc7kn5tu10cbdu32j1e3e4 କାର୍ଯ୍ୟଲାଭ 0 8884 193835 193307 2022-08-04T21:03:15Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯଲାଭ]]ରୁ [[କାର୍ଯ୍ୟଲାଭ]]କୁ ଘୁଞ୍ଚାଇଲେ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟଲାଭ''' —
ଉଚ୍ଚାରଣ: Kārj̄yalābha

ସଂ. ବି. (୬: ଷ୍ଠୀ ତତ୍; କାର୍ଯ୍ୟ+ଲାଭ) —

୧: ଉଦ୍ଦିଷ୍ଟ କାର୍ଯ୍ୟସିଦ୍ଧି — ୧. Fruition; attainment of the desired end.

୨: କାର୍ଯ୍ୟରେ ନିଯୁକ୍ତ; ମୁକରରି — ୨. Employment in service; appointment.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] hylpe504qpyz5744yyxo67sieu8rbqc କାର୍ଯ୍ୟଶେଷ 0 8885 193837 193308 2022-08-04T21:03:26Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯଶେଷ]]ରୁ [[କାର୍ଯ୍ୟଶେଷ]]କୁ ଘୁଞ୍ଚାଇଲେ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟଶେଷ''' —
ଉଚ୍ଚାରଣ: Kārj̄yaṡesha

ସଂ. ବି. (୬: ଷ୍ଠୀ ତତ୍; କାର୍ଯ୍ୟ+ଶେଷ) —

୧: କର୍ମର ସମାପ୍ତି — ୧. Completion of a work.

୨: ଆରବ୍ଧ କର୍ମର ସମାଧାନ — ୨. Accomplishment of work which has been begun.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 0ruora6olr4p44cd5fp7h4oeovsn6ni କାର୍ଯ୍ୟସମାଧା 0 8886 193839 162437 2022-08-04T21:03:45Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯସମାଧା]]ରୁ [[କାର୍ଯ୍ୟସମାଧା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ୟ୍ୟସମାଧା''' —
ଉଚ୍ଚାରଣ: Kārj̄yasamādhā

ସଂ. ବି. (୬: ଷ୍ଠୀ ତତ୍) —

କାର୍ୟ୍ୟସମାଧାନ; କର୍ମନିଷ୍ପତ୍ତି — Completion of a work.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] c2l4sxa4tngr3jm52shjxgxh6erluyq କାର୍ଯ୍ୟୋଦ୍ଧାର 0 8904 193789 193316 2022-08-04T20:22:11Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯୋଦ୍ଧାର]]ରୁ [[କାର୍ଯ୍ୟୋଦ୍ଧାର]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କାର୍ଯ୍ୟୋଦ୍ଧାର''' —
ଉଚ୍ଚାରଣ: Kārj̄yoddhāra

ସଂ. ବି.—(୬: ଷ୍ଠୀ ତତ୍; କାର୍ଯ୍ୟ+ଉଦ୍ଧାର) —

୧: ଯେ କୌଣସି ଉପାୟରେ କାର୍ଯ୍ୟର ସିଦ୍ଧି — ୧. The completion or accomplishment of work by any available means.

୨: କର୍ତ୍ତବ୍ୟ କାର୍ଯ୍ୟର ସମ୍ପାଦନ — ୨. Discharge of a duty.

୩: ଉଦ୍ଦେଶ୍ୟ ସାଧନ — ୩. Fulfilment of one's objects.

୪: ଅନ୍ୟମାନଙ୍କଠାରୁ କାମ ନେବା — ୪. The exacting of work from others.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] 8c0v0kn0ajeuninvcr24595oe3ctnz8 କୁଳକ୍ଷୟ 0 10952 193815 165551 2022-08-04T20:52:34Z Psubhashish 290 Psubhashish ପୃଷ୍ଠାଟିକୁ [[କୁଳକ୍ଷଯ]]ରୁ [[କୁଳକ୍ଷୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki [[ଶବ୍ଦାର୍ଥ]]: '''କୁଳକ୍ଷୟ''' —
ଉଚ୍ଚାରଣ: Kuḻakshay

ସଂ. ବି. (୬: ଷ୍ଠୀ ତତ୍; କୁଳ+କ୍ଷୟ) —

୧: ବଂଶଲୋପ; ବଂଶନାଶ — ୧. Decay or extinction of a family.

କୁଳକ୍ଷୟ ବେଳକୁ ଘୋଡ଼ାମୂହାଁ ପୁଅ ଜାତ—ଢଗ

୨: ବଂଶମର୍ୟ୍ୟାଦାର ଲୋପ — ୨. The loss of the prestige of a family.

[[ଶ୍ରେଣୀ:ବଟ ତିଆରି]] [[ଶ୍ରେଣୀ:ସଂସ୍କୃତ ବିଶେଷ୍ୟ]] l692ze2w7l837eoli96wgk9a0cjt0ue ଖଣ୍ଡାଏତି ଜାଗିରି 0 14581 193843 193702 2022-08-04T23:28:49Z Snip1 600 [[Special:Contributions/Poilichhua Sitansu|Poilichhua Sitansu]] ([[User talk:Poilichhua Sitansu|ଆଲୋଚନା]])ଙ୍କ ଦେଇ କରାଯାଇଥିବା ବଦଳକୁ [[User:Snip1|Snip1]]ଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା wikitext text/x-wiki '''ଖଣ୍ଡାଏତି ଜାଗିରି''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Khaṇḍāeti jāgiri| }} === ଦେଶଜ ବିଶେଷ — === [[ଖଣ୍ଡାଏତ]] କାର୍ଯ୍ୟ କରିବା ନିମନ୍ତେ ଦିଆଯାଇଥିବା ରାଜଦତ୍ତ ଭୂମି — Service-lands assigned to a Khaṇḍāeta for his service. [[ଶ୍ରେଣୀ:ବଟ ତିଆରି]] juq457nonykppn1jugadhba8yckyj0m ପୁଡ଼ା 0 58644 193847 193703 2022-08-04T23:37:25Z Snip1 600 /* ପ୍ରାଦେଶିକ - (ସିଂହଭୂମ ଓ ମେଦିନୀପୁର) ବିଶେଷ୍ୟ - */ wikitext text/x-wiki '''ପୁଡ଼ା''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Puṟḍ̠ā| pˈur.a}} === ଅନୁବାଦ === {{trans-top|ପୁଡ଼ା}} * ହିନ୍ଦୀ: [[पुड़िया]] {{trans-bottom}} === ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଟ) === :୧. ନାକର ଦୁଇ ପାଖର ରନ୍ଧ୍ର; ନାସାପୁଟ —୧. The nostrils. :୨. ପୋଟଳା —୨. Packet. ନାନା ବ୍ୟଞ୍ଜନ ଗୁଡ଼ ଦଧି ପୁଡ଼ା ଗୋଟିଏ ଦେଲେ ବାନ୍ଧି—ଜଗନ୍ନାଥ. ଭାଗବତ :୩. (ସଂସ୍କୃତ - ପୃଷ୍ଠା)—ପୁସ୍ତକର ପୃଷ୍ଠା — ୩. Page of a book. :୪. ଜାଉଁଳି କବାଟର ବା ପଞ୍ଜାବର ଏକ ପଟ ବା ଫାଳ — ୪. Door-leaf. କେଉଁମାନେ ଘର ଗବାକ୍ଷ ପୁଡ଼ା ଫେଇ—କୃଷ୍ଣସିଂହ, ମହାଭାରତ. ଆଦି :୫. ଫରକଟା ହୋଇ ଠିଆ ହେବା ମନୁଷ୍ୟର ଦୁଇ ଗୋଡ଼ର ମଧ୍ୟବର୍ତ୍ତୀ ଖିଲାଣ ଆକୃତି ସ୍ଥାନ —୫. The arch made by the legs extended by a person while standing astrides. :୬. ଧାନ ଆଦିର ଛୋଟ ଓଳିଆ —୬. A small round packet of grains enclosed inside straw. :୭. ଠାକୁରଙ୍କୁ ଦିଆଯିବା ଖାଦ୍ୟ ସାମଗ୍ରୀର ସଞ୍ଚା — ୭. A present of victuals made to a Deity. :୮. ଦୁଇପାଖ ବା ମୁଣ୍ଡ ଥିବା ବସ୍ତୁର ଏକପାଖ ବା ମୁଣ୍ଡ — ୮. One end or face of a double-faced thing. ମୃଦଙ୍ଗ ପୁଡ଼ା ବେନି ପଟରେ ପିଟିଲେ—କୃଷ୍ଣସିଂହ. ମହାଭାରତ. ବନ === ପ୍ରାଦେଶିକ - (ସିଂହଭୂମ ଓ ମେଦିନୀପୁର) ବିଶେଷ୍ୟ - === :୧. ଓଳିଆ — ୧. A packet of grains enclosed inside crushed straw. :୨. (ବାଲେଶ୍ୱର) [[ ପୋଡ଼ା ]] (ଦେଖ) - —୨. Poṟḍ̠ā (See) ------------------ [[ଶ୍ରେଣୀ:ବଟ ତିଆରି ୩]] [[ଶ୍ରେଣୀ:ମେଦିନୀପୁରିଆ ଶବ୍ଦ]] [[ଶ୍ରେଣୀ:ସିଂହଭୂମୀ ଶବ୍ଦ]] h0cd1wb99yoev1rrm8x48b8lz9mqj32 କର୍ମୟୋଗ 0 112750 193741 2022-08-04T19:38:44Z Psubhashish 290 Psubhashish ପୃଷ୍ଠାଟିକୁ [[କର୍ମୟୋଗ]]ରୁ [[କର୍ମଯୋଗ]]କୁ ଘୁଞ୍ଚାଇଲେ: ସଠିକ ବନାନ wikitext text/x-wiki #ଲେଉଟାଣି [[କର୍ମଯୋଗ]] mz3hf4r678hhv6qjespbdzdcxumgdvg କର୍ମୟୋଗୀ 0 112751 193743 2022-08-04T19:38:56Z Psubhashish 290 Psubhashish ପୃଷ୍ଠାଟିକୁ [[କର୍ମୟୋଗୀ]]ରୁ [[କର୍ମଯୋଗୀ]]କୁ ଘୁଞ୍ଚାଇଲେ: ସଠିକ ବନାନ wikitext text/x-wiki #ଲେଉଟାଣି [[କର୍ମଯୋଗୀ]] 2rfpliixqzz5bz76fc3xtcr61vsr5vj କଣ୍ଡ଼ୋଳ 0 112752 193745 2022-08-04T19:39:32Z Psubhashish 290 Psubhashish ପୃଷ୍ଠାଟିକୁ [[କଣ୍ଡ଼ୋଳ]]ରୁ [[କଣ୍ଡୋଳ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କଣ୍ଡୋଳ]] ro2xl88uedo45vqmolv0pk7xyk70gph କଷ୍ଟୟୋନି 0 112753 193747 2022-08-04T19:39:55Z Psubhashish 290 Psubhashish ପୃଷ୍ଠାଟିକୁ [[କଷ୍ଟୟୋନି]]ରୁ [[କଷ୍ଟଯୋନି]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କଷ୍ଟଯୋନି]] j0835eauz4vehqo71imnjvce3wls8eo କାକୋଡ଼ୁମ୍ବରିକା 0 112754 193749 2022-08-04T19:54:55Z Psubhashish 290 Psubhashish ପୃଷ୍ଠାଟିକୁ [[କାକୋଡ଼ୁମ୍ବରିକା]]ରୁ [[କାକୋଡୁମ୍ବରିକା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାକୋଡୁମ୍ବରିକା]] 6bqqpew5nfim8gzh2mfv1mwilzmntef କାତର୍ୟ୍ଯ 0 112755 193751 2022-08-04T19:55:09Z Psubhashish 290 Psubhashish ପୃଷ୍ଠାଟିକୁ [[କାତର୍ୟ୍ଯ]]ରୁ [[କାତର୍ଯ୍ୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାତର୍ଯ୍ୟ]] 31et3zv35093uucubqup8qy495n7puu କାତ୍ଯାଯନ 0 112756 193753 2022-08-04T19:55:21Z Psubhashish 290 Psubhashish ପୃଷ୍ଠାଟିକୁ [[କାତ୍ଯାଯନ]]ରୁ [[କାତ୍ଯାୟନ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାତ୍ଯାୟନ]] 9uzwi6m2u6monz8txslecnyt696apig କାତ୍ଯାଯନିକା 0 112757 193755 2022-08-04T19:55:35Z Psubhashish 290 Psubhashish ପୃଷ୍ଠାଟିକୁ [[କାତ୍ଯାଯନିକା]]ରୁ [[କାତ୍ଯାୟନିକା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାତ୍ଯାୟନିକା]] 311xgktcutp14fevmtkg3q9ydctztvo କାଦ୍ରେବେଯ 0 112758 193757 2022-08-04T19:55:48Z Psubhashish 290 Psubhashish ପୃଷ୍ଠାଟିକୁ [[କାଦ୍ରେବେଯ]]ରୁ [[କାଦ୍ରେବେୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାଦ୍ରେବେୟ]] 1e6jizdwfba65jp13iq98myj4ucfybk କା଼ଞ୍ଚୀଦାମ 0 112759 193759 2022-08-04T19:56:00Z Psubhashish 290 Psubhashish ପୃଷ୍ଠାଟିକୁ [[କା଼ଞ୍ଚୀଦାମ]]ରୁ [[କାଞ୍ଚୀଦାମ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାଞ୍ଚୀଦାମ]] 1xng58pvvus3ukd4xgq7m542e97mshr କାନ୍ତାଯସ 0 112760 193761 2022-08-04T19:56:21Z Psubhashish 290 Psubhashish ପୃଷ୍ଠାଟିକୁ [[କାନ୍ତାଯସ]]ରୁ [[କାନ୍ତାୟସ]]କୁ ଘୁଞ୍ଚାଇଲେ: ସଠିକ ବନାନ wikitext text/x-wiki #ଲେଉଟାଣି [[କାନ୍ତାୟସ]] t874cxeusnb0mbucu7m2hi1ud8ueept କାପିଳେଯ 0 112761 193763 2022-08-04T19:56:31Z Psubhashish 290 Psubhashish ପୃଷ୍ଠାଟିକୁ [[କାପିଳେଯ]]ରୁ [[କାପିଳେୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାପିଳେୟ]] j6xwscmuszvqj0jkjrpbll3nihlzt2i କାମାବସା(ଶା)ଯିତା 0 112762 193765 2022-08-04T19:57:11Z Psubhashish 290 Psubhashish ପୃଷ୍ଠାଟିକୁ [[କାମାବସା(ଶା)ଯିତା]]ରୁ [[କାମାବଶାୟିତା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାମାବଶାୟିତା]] 8pciq3oge39n17fypp8vumtfxzqzx9c କାମାବସାୟିତା 0 112763 193766 2022-08-04T19:57:37Z Psubhashish 290 ସମାନ ଶବ୍ଦର ଭିନ୍ନ ଭିନ୍ନୁଚ୍ଚାରଣ wikitext text/x-wiki #ଲେଉଟାଣି [[କାମାବଶାୟିତା]] 8pciq3oge39n17fypp8vumtfxzqzx9c କାମୋଦ୍ଧୀପକ 0 112764 193768 2022-08-04T19:58:44Z Psubhashish 290 Psubhashish ପୃଷ୍ଠାଟିକୁ [[କାମୋଦ୍ଧୀପକ]]ରୁ [[କାମୋଦ୍ଦୀପକ]]କୁ ଘୁଞ୍ଚାଇଲେ wikitext text/x-wiki #ଲେଉଟାଣି [[କାମୋଦ୍ଦୀପକ]] b25h5anwyop1xy3sa8api3dvrmtv7sq କାଯକ୍ଲେଶ 0 112765 193770 2022-08-04T19:58:57Z Psubhashish 290 Psubhashish ପୃଷ୍ଠାଟିକୁ [[କାଯକ୍ଲେଶ]]ରୁ [[କାୟକ୍ଲେଶ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାୟକ୍ଲେଶ]] hqv7gu14uv5w70ek40j4t479t9tokhr କାଯବ୍ଯ 0 112766 193772 2022-08-04T19:59:12Z Psubhashish 290 Psubhashish ପୃଷ୍ଠାଟିକୁ [[କାଯବ୍ଯ]]ରୁ [[କାୟବ୍ୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାୟବ୍ୟ]] rjkxdjasxei7915nsay3bvilpm60zaa କାଯମନୋବାକ୍ଯ 0 112767 193774 2022-08-04T19:59:27Z Psubhashish 290 Psubhashish ପୃଷ୍ଠାଟିକୁ [[କାଯମନୋବାକ୍ଯ]]ରୁ [[କାଯମନୋବାକ୍ୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାଯମନୋବାକ୍ୟ]] 3kx4v5kxy2x4e3wpydc26l7drtkdbzg କାଯମନୋବାକ୍ୟ 0 112768 193776 2022-08-04T19:59:52Z Psubhashish 290 Psubhashish ପୃଷ୍ଠାଟିକୁ [[କାଯମନୋବାକ୍ୟ]]ରୁ [[କାୟମନୋବାକ୍ୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାୟମନୋବାକ୍ୟ]] 6n1jbkw4krdkf364yj2d9soyxedirxb 193777 193776 2022-08-04T20:00:15Z Psubhashish 290 ପୃଷ୍ଠାଟିକୁ ଖାଲି କରିଦେଲେ wikitext text/x-wiki phoiac9h4m842xq45sp7s6u21eteeq1 193778 193777 2022-08-04T20:00:32Z Psubhashish 290 wikitext text/x-wiki {{delete|1=not required}} f03tsee238m702jav8vw4at50g5dngg କାର୍ୟ୍ଯଗ୍ରାହୀ 0 112769 193780 2022-08-04T20:21:07Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯଗ୍ରାହୀ]]ରୁ [[କାର୍ଯ୍ୟଗ୍ରାହୀ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟଗ୍ରାହୀ]] 96he6u76pskf49rnkrl9cdpiz0vlbqn କାର୍ୟ୍ଯ ଦେବା 0 112770 193782 2022-08-04T20:21:14Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯ ଦେବା]]ରୁ [[କାର୍ଯ୍ୟ ଦେବା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟ ଦେବା]] dz9uvnsk9snb81e6tjd3e623kzim0p8 କାର୍ୟ୍ଯ କରିବା 0 112771 193784 2022-08-04T20:21:23Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯ କରିବା]]ରୁ [[କାର୍ଯ୍ୟ କରିବା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟ କରିବା]] higlweacskkw1p6gwtzq4s50m0hc1wi କାର୍ୟ୍ଯ ଉଠାଇବା 0 112772 193786 2022-08-04T20:21:30Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯ ଉଠାଇବା]]ରୁ [[କାର୍ଯ୍ୟ ଉଠାଇବା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟ ଉଠାଇବା]] i9m7vq3ryhpxbpv6hf31u8u36goxauy କାର୍ୟ୍ଯ ଆସିବା 0 112773 193788 2022-08-04T20:21:42Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯ ଆସିବା]]ରୁ [[କାର୍ଯ୍ୟ ଆସିବା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟ ଆସିବା]] iov33mgmxeq6r37b68lgl3ly3v3fxzz କାର୍ୟ୍ଯୋଦ୍ଧାର 0 112774 193790 2022-08-04T20:22:11Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯୋଦ୍ଧାର]]ରୁ [[କାର୍ଯ୍ୟୋଦ୍ଧାର]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟୋଦ୍ଧାର]] k182zbpnvk19hnq1gm8n98vri1y3p0z କାର୍ୟ୍ଯଞ୍ଚାଗେ 0 112775 193792 2022-08-04T20:22:26Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯଞ୍ଚାଗେ]]ରୁ [[କାର୍ଯ୍ୟଞ୍ଚାଗେ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟଞ୍ଚାଗେ]] 2hiblqvz6mron0y7g0bizfc6jv9x0cq କାର୍ୟ୍ଯ୍ଯକାରଣ 0 112776 193794 2022-08-04T20:22:48Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯ୍ଯକାରଣ]]ରୁ [[କାର୍ଯ୍ୟକାରଣ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟକାରଣ]] lkccmypp78ead16asef6uirvlvm07d9 କାର୍ୟ୍ଯପ୍ରାପ୍ତି 0 112777 193796 2022-08-04T20:23:00Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯପ୍ରାପ୍ତି]]ରୁ [[କାର୍ଯ୍ୟପ୍ରାପ୍ତି]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟପ୍ରାପ୍ତି]] qdcj3bwhrst17uisiwhhe1eogrliv0r କାର୍ୟ୍ଯନାଶ 0 112778 193798 2022-08-04T20:23:09Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯନାଶ]]ରୁ [[କାର୍ଯ୍ୟନାଶ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟନାଶ]] d3wy8ykvd0qbehp8rrpwzc3b4xxfu8w କାଯମାନ 0 112779 193800 2022-08-04T20:42:49Z Psubhashish 290 Psubhashish ପୃଷ୍ଠାଟିକୁ [[କାଯମାନ]]ରୁ [[କାୟମାନ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାୟମାନ]] 28c905iutad8e5en4qyzq7lu2xalcxv କାଯସ୍ଥ 0 112780 193802 2022-08-04T20:42:59Z Psubhashish 290 Psubhashish ପୃଷ୍ଠାଟିକୁ [[କାଯସ୍ଥ]]ରୁ [[କାୟସ୍ଥ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାୟସ୍ଥ]] s8v0sekw4yazm909xg7rrd0zzp8yoz5 କାଯିକ ପରିଶ୍ରମ 0 112781 193804 2022-08-04T20:43:10Z Psubhashish 290 Psubhashish ପୃଷ୍ଠାଟିକୁ [[କାଯିକ ପରିଶ୍ରମ]]ରୁ [[କାୟିକ ପରିଶ୍ରମ]]କୁ ଘୁଞ୍ଚାଇଲେ: ସଠିକ ବନାନ wikitext text/x-wiki #ଲେଉଟାଣି [[କାୟିକ ପରିଶ୍ରମ]] 0zh14ihcy023q5enik24f723mm6st63 କାରଯିଷ୍ଣୁ 0 112782 193806 2022-08-04T20:43:23Z Psubhashish 290 Psubhashish ପୃଷ୍ଠାଟିକୁ [[କାରଯିଷ୍ଣୁ]]ରୁ [[କାରୟିଷ୍ଣୁ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାରୟିଷ୍ଣୁ]] sy5fyy6efyvjfal6byz265g1dh92dxb କାର୍ତ୍ତବୀର୍ୟ୍ଯ 0 112783 193808 2022-08-04T20:44:04Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ତ୍ତବୀର୍ୟ୍ଯ]]ରୁ [[କାର୍ତ୍ତବୀର୍ଯ୍ୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ତ୍ତବୀର୍ଯ୍ୟ]] f1j9wrz34egjvzrmhwk9ghchaehfm89 କାର୍ତ୍ତବୀର୍ୟ୍ଯାର୍ଜୂନ 0 112784 193810 2022-08-04T20:44:31Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ତ୍ତବୀର୍ୟ୍ଯାର୍ଜୂନ]]ରୁ [[କାର୍ତ୍ତବୀର୍ଯ୍ୟାର୍ଜୁନ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ତ୍ତବୀର୍ଯ୍ୟାର୍ଜୁନ]] dcxrssvhoy0y2u2hx64x98a9ui36nfp କାର୍ତ୍ତିକେଯ 0 112785 193812 2022-08-04T20:44:40Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ତ୍ତିକେଯ]]ରୁ [[କାର୍ତ୍ତିକେୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ତ୍ତିକେୟ]] k7yixvppc9bz4q9g2ash1c4hh3qloao କାର୍ତ୍ତିକେଯପୂଜା 0 112786 193814 2022-08-04T20:44:49Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ତ୍ତିକେଯପୂଜା]]ରୁ [[କାର୍ତ୍ତିକେୟପୂଜା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ତ୍ତିକେୟପୂଜା]] iptumuodyzcyasvv0wwzktl5tn8hgxg କୁଳକ୍ଷଯ 0 112787 193816 2022-08-04T20:52:34Z Psubhashish 290 Psubhashish ପୃଷ୍ଠାଟିକୁ [[କୁଳକ୍ଷଯ]]ରୁ [[କୁଳକ୍ଷୟ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କୁଳକ୍ଷୟ]] tlwqsimryxvyvga2er9tt3nxoo0600y କାର୍ୟ୍ଯକାରଣକର୍ତ୍ତୃହଭାବସମ୍ବନ୍ଧ 0 112788 193818 2022-08-04T20:53:10Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯକାରଣକର୍ତ୍ତୃହଭାବସମ୍ବନ୍ଧ]]ରୁ [[କାର୍ଯ୍ୟକାରଣକର୍ତ୍ତୃହଭାବସମ୍ବନ୍ଧ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟକାରଣକର୍ତ୍ତୃହଭାବସମ୍ବନ୍ଧ]] 6hop1lzrwuz9iujt9qvk2nsautkldvz କାର୍ୟ୍ଯ୍ଯକାରଣଭାବ 0 112789 193820 2022-08-04T20:53:31Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯ୍ଯକାରଣଭାବ]]ରୁ [[କାର୍ଯ୍ୟକାରଣଭାବ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟକାରଣଭାବ]] s4af9pbpyi82irqe6n2cvadsx0fonxt କାର୍ୟ୍ଯ୍ଯକାରିତା 0 112790 193822 2022-08-04T20:53:47Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯ୍ଯକାରିତା]]ରୁ [[କାର୍ଯ୍ୟକାରିତା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟକାରିତା]] esmx3vkskvl5dftdifu6po8ukgtpf8l କାର୍ୟ୍ଯକ୍ରମ 0 112791 193824 2022-08-04T20:54:01Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯକ୍ରମ]]ରୁ [[କାର୍ଯ୍ୟକ୍ରମ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟକ୍ରମ]] orjkpbxfbslu1zlc9udvnwd835msnql କାର୍ୟ୍ଯଚ୍ଯୁତି 0 112792 193826 2022-08-04T20:54:12Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯଚ୍ଯୁତି]]ରୁ [[କାର୍ଯ୍ୟଚ୍ଯୁତି]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟଚ୍ଯୁତି]] 70yz93gal1awl63xuk83zowm8tuyaw9 କାର୍ୟ୍ଯନିୟୁକ୍ତି 0 112793 193828 2022-08-04T21:02:14Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯନିୟୁକ୍ତି]]ରୁ [[କାର୍ଯ୍ୟନିଯୁକ୍ତି]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟନିଯୁକ୍ତି]] fujwz4t2v7ovd1ne2lkr08iq935may4 କାର୍ୟ୍ଯପ୍ରସର 0 112794 193830 2022-08-04T21:02:37Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯପ୍ରସର]]ରୁ [[କାର୍ଯ୍ୟପ୍ରସର]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟପ୍ରସର]] 4m9fr4tqm9ufax13gromfzdmmg0sjnx କାର୍ୟ୍ଯବଶ 0 112795 193832 2022-08-04T21:02:52Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯବଶ]]ରୁ [[କାର୍ଯ୍ୟବଶ]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟବଶ]] h6am4rlxu5wockxo4rfk6cdee8wnucs କାର୍ୟ୍ଯଭାର 0 112796 193834 2022-08-04T21:03:04Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯଭାର]]ରୁ [[କାର୍ଯ୍ୟଭାର]]କୁ ଘୁଞ୍ଚାଇଲେ wikitext text/x-wiki #ଲେଉଟାଣି [[କାର୍ଯ୍ୟଭାର]] o8wriy3q7v4pgt9si8q52loqr7dz1b1 କାର୍ୟ୍ଯଲାଭ 0 112797 193836 2022-08-04T21:03:15Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯଲାଭ]]ରୁ [[କାର୍ଯ୍ୟଲାଭ]]କୁ ଘୁଞ୍ଚାଇଲେ wikitext text/x-wiki #ଲେଉଟାଣି [[କାର୍ଯ୍ୟଲାଭ]] bktrn9hzs565i522rpb558rjz959n73 କାର୍ୟ୍ଯଶେଷ 0 112798 193838 2022-08-04T21:03:26Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯଶେଷ]]ରୁ [[କାର୍ଯ୍ୟଶେଷ]]କୁ ଘୁଞ୍ଚାଇଲେ wikitext text/x-wiki #ଲେଉଟାଣି [[କାର୍ଯ୍ୟଶେଷ]] qzsy7mlfvz41laq17q5zmbx5td6n94l କାର୍ୟ୍ଯସମାଧା 0 112799 193840 2022-08-04T21:03:46Z Psubhashish 290 Psubhashish ପୃଷ୍ଠାଟିକୁ [[କାର୍ୟ୍ଯସମାଧା]]ରୁ [[କାର୍ଯ୍ୟସମାଧା]]କୁ ଘୁଞ୍ଚାଇଲେ: ବନାନ ସଂଶୋଧନ wikitext text/x-wiki #ଲେଉଟାଣି [[କାର୍ଯ୍ୟସମାଧା]] ansesnpw7ej36rrkhrqvrbjk4rh9wab ବ୍ୟବହାରକାରୀଙ୍କ ଆଲୋଚନା:BvD1990 3 112800 193841 2022-08-04T23:23:34Z Snip1 600 ସ୍ଵାଗତ wikitext text/x-wiki ନମସ୍କାର BvD1990, ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଏହା ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ ଅଟେ । ଆଶାକରେ, ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବା ପାଇଁ ଚାହୁଁଥିଲେ [[ଉଇକିଅଭିଧାନ:ଆଲୋଚନା_ସଭା|"ଆଲୋଚନା ସଭା"]]ରେ କିମ୍ବା ''odiawiki@gmail.com'' ଜରିଆରେ ଆମକୁ ପଚାରି ପାରିବେ । --[[ବ୍ୟବହାରକାରୀ:Snip1|Snip1]] ([[ବ୍ୟବହାରକାରୀଙ୍କ ଆଲୋଚନା:Snip1|ମୋ ଆଲୋଚନା]]) ୨୩:୨୩, ୪ ଅଗଷ୍ଟ ୨୦୨୨ (UTC) mqg5f3eyzg5r9xyf8hla730k8vplce4 ବ୍ୟବହାରକାରୀଙ୍କ ଆଲୋଚନା:Poilichhua Sitansu 3 112801 193842 2022-08-04T23:25:47Z Snip1 600 ସ୍ଵାଗତ wikitext text/x-wiki ନମସ୍କାର Poilichhua Sitansu, ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଏହା ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ ଅଟେ । ଆଶାକରେ, ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବା ପାଇଁ ଚାହୁଁଥିଲେ [[ଉଇକିଅଭିଧାନ:ଆଲୋଚନା_ସଭା|"ଆଲୋଚନା ସଭା"]]ରେ କିମ୍ବା ''odiawiki@gmail.com'' ଜରିଆରେ ଆମକୁ ପଚାରି ପାରିବେ । --[[ବ୍ୟବହାରକାରୀ:Snip1|Snip1]] ([[ବ୍ୟବହାରକାରୀଙ୍କ ଆଲୋଚନା:Snip1|ମୋ ଆଲୋଚନା]]) ୨୩:୨୫, ୪ ଅଗଷ୍ଟ ୨୦୨୨ (UTC) oqfk9h0r1v5jm65tsjtr9ctcl20xai4 193844 193842 2022-08-04T23:35:21Z Snip1 600 /* ଖଣ୍ଡାଏତି ଜାଗିରିରେ ବଦଳ */ ନୂଆ ଭାଗ wikitext text/x-wiki ନମସ୍କାର Poilichhua Sitansu, ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଏହା ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ ଅଟେ । ଆଶାକରେ, ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବା ପାଇଁ ଚାହୁଁଥିଲେ [[ଉଇକିଅଭିଧାନ:ଆଲୋଚନା_ସଭା|"ଆଲୋଚନା ସଭା"]]ରେ କିମ୍ବା ''odiawiki@gmail.com'' ଜରିଆରେ ଆମକୁ ପଚାରି ପାରିବେ । --[[ବ୍ୟବହାରକାରୀ:Snip1|Snip1]] ([[ବ୍ୟବହାରକାରୀଙ୍କ ଆଲୋଚନା:Snip1|ମୋ ଆଲୋଚନା]]) ୨୩:୨୫, ୪ ଅଗଷ୍ଟ ୨୦୨୨ (UTC) == [[ଖଣ୍ଡାଏତି ଜାଗିରି]]ରେ ବଦଳ == ନମସ୍କାର Poilichhua Sitansu, ସର୍ବ ପ୍ରଥମେ ମୁଁ ଆପଣଙ୍କ ଓଡ଼ିଆ ଉଇକିଅଭିଧାନ ପ୍ରତି ଆଗ୍ରହ ଏବଂ ଶ୍ରଦ୍ଧା ପାଇଁ ଅନେକ ସାଧୁବାଦ ଜଣାଉଛି । ଖଣ୍ଡାଏତଙ୍କ ବାବଦରେ ଏକ ସ୍ଵତନ୍ତ ଶବ୍ଦ [[ଖଣ୍ଡାଏତ]] ରହିଛି । ଏଣୁ [[ଖଣ୍ଡାଏତି ଜାଗିରି|ଖଣ୍ଡାଏତି ଜାଗିରିରେ]] ଏହାର ପୁନରାବୃତି କରିବା ଆବଶ୍ୟକ ନୁହେଁ । ଏଣୁ ଏହି ପୃଷ୍ଠାକୁ ମୁଁ ପୁରୁଣା ସଂସ୍କରଣକୁ ଫେରାଇନେଇଛି ([https://or.wiktionary.org/w/index.php?title=%E0%AC%96%E0%AC%A3%E0%AD%8D%E0%AC%A1%E0%AC%BE%E0%AC%8F%E0%AC%A4%E0%AC%BF_%E0%AC%9C%E0%AC%BE%E0%AC%97%E0%AC%BF%E0%AC%B0%E0%AC%BF&type=revision&diff=193843&oldid=193702 ବଦଳ ସବୁ ଏଠାରେ ଦେଖିପାରିବେ) । ଏବଂ ଯଦି ଆପଣ ଏହି ବାବଦରେ ଅଧିକ ଆଲୋଚନା କରିବା ପାଇଁ ଚାହାନ୍ତି, ତେବେ [[ଆଲୋଚନା:ଖଣ୍ଡାଏତି ଜାଗିରି|ଆଲୋଚନା:ଖଣ୍ଡାଏତି ଜାଗିରିରେ]] କରିପାରିବେ । ଉଇକିଅଭିଧାନକୁ ଉନ୍ନତ କରିବାପାଇଁ ଆଗକୁବି ସହଯୋଗ ଆଶା କରୁଛି । ଧନ୍ୟବାଦ । [[ବ୍ୟବହାରକାରୀ:Snip1|Snip1]] ([[ବ୍ୟବହାରକାରୀଙ୍କ ଆଲୋଚନା:Snip1|ମୋ ଆଲୋଚନା]]) ୨୩:୩୫, ୪ ଅଗଷ୍ଟ ୨୦୨୨ (UTC) mc39e8tucgbqm31p3ruw8tz49ijltbz 193845 193844 2022-08-04T23:35:36Z Snip1 600 /* ଖଣ୍ଡାଏତି ଜାଗିରିରେ ବଦଳ */ wikitext text/x-wiki ନମସ୍କାର Poilichhua Sitansu, ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଏହା ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ ଅଟେ । ଆଶାକରେ, ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବା ପାଇଁ ଚାହୁଁଥିଲେ [[ଉଇକିଅଭିଧାନ:ଆଲୋଚନା_ସଭା|"ଆଲୋଚନା ସଭା"]]ରେ କିମ୍ବା ''odiawiki@gmail.com'' ଜରିଆରେ ଆମକୁ ପଚାରି ପାରିବେ । --[[ବ୍ୟବହାରକାରୀ:Snip1|Snip1]] ([[ବ୍ୟବହାରକାରୀଙ୍କ ଆଲୋଚନା:Snip1|ମୋ ଆଲୋଚନା]]) ୨୩:୨୫, ୪ ଅଗଷ୍ଟ ୨୦୨୨ (UTC) == [[ଖଣ୍ଡାଏତି ଜାଗିରି]]ରେ ବଦଳ == ନମସ୍କାର Poilichhua Sitansu, ସର୍ବ ପ୍ରଥମେ ମୁଁ ଆପଣଙ୍କ ଓଡ଼ିଆ ଉଇକିଅଭିଧାନ ପ୍ରତି ଆଗ୍ରହ ଏବଂ ଶ୍ରଦ୍ଧା ପାଇଁ ଅନେକ ସାଧୁବାଦ ଜଣାଉଛି । ଖଣ୍ଡାଏତଙ୍କ ବାବଦରେ ଏକ ସ୍ଵତନ୍ତ ଶବ୍ଦ [[ଖଣ୍ଡାଏତ]] ରହିଛି । ଏଣୁ [[ଖଣ୍ଡାଏତି ଜାଗିରି|ଖଣ୍ଡାଏତି ଜାଗିରିରେ]] ଏହାର ପୁନରାବୃତି କରିବା ଆବଶ୍ୟକ ନୁହେଁ । ଏଣୁ ଏହି ପୃଷ୍ଠାକୁ ମୁଁ ପୁରୁଣା ସଂସ୍କରଣକୁ ଫେରାଇନେଇଛି ([https://or.wiktionary.org/w/index.php?title=%E0%AC%96%E0%AC%A3%E0%AD%8D%E0%AC%A1%E0%AC%BE%E0%AC%8F%E0%AC%A4%E0%AC%BF_%E0%AC%9C%E0%AC%BE%E0%AC%97%E0%AC%BF%E0%AC%B0%E0%AC%BF&type=revision&diff=193843&oldid=193702 ବଦଳ ସବୁ ଏଠାରେ ଦେଖିପାରିବେ]) । ଏବଂ ଯଦି ଆପଣ ଏହି ବାବଦରେ ଅଧିକ ଆଲୋଚନା କରିବା ପାଇଁ ଚାହାନ୍ତି, ତେବେ [[ଆଲୋଚନା:ଖଣ୍ଡାଏତି ଜାଗିରି|ଆଲୋଚନା:ଖଣ୍ଡାଏତି ଜାଗିରିରେ]] କରିପାରିବେ । ଉଇକିଅଭିଧାନକୁ ଉନ୍ନତ କରିବାପାଇଁ ଆଗକୁବି ସହଯୋଗ ଆଶା କରୁଛି । ଧନ୍ୟବାଦ । [[ବ୍ୟବହାରକାରୀ:Snip1|Snip1]] ([[ବ୍ୟବହାରକାରୀଙ୍କ ଆଲୋଚନା:Snip1|ମୋ ଆଲୋଚନା]]) ୨୩:୩୫, ୪ ଅଗଷ୍ଟ ୨୦୨୨ (UTC) sevv9261ee4qxuswwqbfrwxyvq3vqhw 193846 193845 2022-08-04T23:36:14Z Snip1 600 /* ଖଣ୍ଡାଏତି ଜାଗିରିରେ ବଦଳ */ wikitext text/x-wiki ନମସ୍କାର Poilichhua Sitansu, ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଏହା ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ ଅଟେ । ଆଶାକରେ, ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବା ପାଇଁ ଚାହୁଁଥିଲେ [[ଉଇକିଅଭିଧାନ:ଆଲୋଚନା_ସଭା|"ଆଲୋଚନା ସଭା"]]ରେ କିମ୍ବା ''odiawiki@gmail.com'' ଜରିଆରେ ଆମକୁ ପଚାରି ପାରିବେ । --[[ବ୍ୟବହାରକାରୀ:Snip1|Snip1]] ([[ବ୍ୟବହାରକାରୀଙ୍କ ଆଲୋଚନା:Snip1|ମୋ ଆଲୋଚନା]]) ୨୩:୨୫, ୪ ଅଗଷ୍ଟ ୨୦୨୨ (UTC) == [[ଖଣ୍ଡାଏତି ଜାଗିରି]]ରେ ବଦଳ == ନମସ୍କାର Poilichhua Sitansu, ସର୍ବ ପ୍ରଥମେ ମୁଁ ଆପଣଙ୍କ ଓଡ଼ିଆ ଉଇକିଅଭିଧାନ ପ୍ରତି ଆଗ୍ରହ ଏବଂ ଶ୍ରଦ୍ଧା ପାଇଁ ଅନେକ ସାଧୁବାଦ ଜଣାଉଛି । ଖଣ୍ଡାଏତଙ୍କ ବାବଦରେ ଏକ ସ୍ଵତନ୍ତ ଶବ୍ଦ [[ଖଣ୍ଡାଏତ]] ରହିଛି । ଏଣୁ [[ଖଣ୍ଡାଏତି ଜାଗିରି|ଖଣ୍ଡାଏତି ଜାଗିରିରେ]] ଏହାର ପୁନରାବୃତି କରିବା ଆବଶ୍ୟକ ନୁହେଁ । ଏଣୁ ଏହି ପୃଷ୍ଠାକୁ ମୁଁ ପୁରୁଣା ସଂସ୍କରଣକୁ ଫେରାଇନେଇଛି ([https://or.wiktionary.org/w/index.php?title=%E0%AC%96%E0%AC%A3%E0%AD%8D%E0%AC%A1%E0%AC%BE%E0%AC%8F%E0%AC%A4%E0%AC%BF_%E0%AC%9C%E0%AC%BE%E0%AC%97%E0%AC%BF%E0%AC%B0%E0%AC%BF&type=revision&diff=193843&oldid=193702 ବଦଳ ସବୁ ଏଠାରେ ଦେଖିପାରିବେ]) । ଏବଂ ଯଦି ଆପଣ ଏହି ବାବଦରେ ଅଧିକ ଆଲୋଚନା କରିବା ପାଇଁ ଚାହାନ୍ତି, ତେବେ [[ଆଲୋଚନା:ଖଣ୍ଡାଏତି ଜାଗିରି|ଆଲୋଚନା:ଖଣ୍ଡାଏତି ଜାଗିରିରେ]] କରିପାରିବେ । ଉଇକିଅଭିଧାନକୁ ଉନ୍ନତ କରିବାପାଇଁ ଆଗକୁବି ସହଯୋଗ ଆଶା କରୁଛି । ଧନ୍ୟବାଦ । -- [[ବ୍ୟବହାରକାରୀ:Snip1|Snip1]] ([[ବ୍ୟବହାରକାରୀଙ୍କ ଆଲୋଚନା:Snip1|ମୋ ଆଲୋଚନା]]) ୨୩:୩୫, ୪ ଅଗଷ୍ଟ ୨୦୨୨ (UTC) 17qevnmsyoitxqztpfm7ly0aafd0uwu